ସ୍ୱପ୍ନରେ ତୋଳିଦିଏ ସେ ଅସଂକ୍ଷ ତାରା ଏଲୋରା ରୁ ଅଜନ୍ତା ।
ନୂଆ ନୂଆ ଆସି ଆସ୍ଥାନ ଜମାଇବା ପୂର୍ବରୁ ଖୁବ୍ ଭୟଭିତ କଲୁ ବ୍ୟାମଯାନରେ ଧନିକ
ତମ ପ୍ରାସାଦର ବାଲ୍କୋନିରେ ନା ରତ୍ନପଲଙ୍କରେ ଅବା ସିଂହାସନମାର୍କା ଚୌକିରେ ?
ମହୁର ଲୋଭରେ ଉଡି ମୁଁ ଚୁମ୍ୱିଲି ତୋ ଅଧର କୁସୁମ ଯେବେ ମଧୁର ଦଂଶନ ପାଇବାକୁ ତୋ'ର ଆଶା ମୁଁ ରଖିଲି ସେବେ ।
କେନ୍ଦ୍ରର ସ୍ୱାସ୍ଥ୍ୟ ସମ୍ୱନ୍ଧିୟ ଯୋଜନା ଆୟୁସ୍ମାନକୁ ଏ ଯାଏ ଆପଣାଇ ନଥିବା ରାଜ୍ୟ ସରକାର ଏଇ ସଂଶୋଧିତ ମୋଟର ଯାନ ଆଇନିକୁ କାହିଁକି ସଙ୍ଗେସଙ୍ଗେ ହଁ କଲେ ?
କଥାଠୁ ବେଶୀ ମନଛୁଆଁ ତମ ହାତ ଲେଖା ସେଇ ସବୁ ପ୍ରେମ କବିତା ।
ହେଲେ କଣ ପାଇଲା ସେଇ ହତଭାଗିନୀ ? ତା' ରୂପ ସୌନ୍ଦର୍ଯ୍ୟ ପାଇଁ ସେଠି ହୋଇଗଲା ଦୁଷ୍କର୍ମର ଶିକାର ।
ସ୍ୱର୍ଗଦ୍ୱାରରେ ହରିଶ୍ଚନ୍ଦ୍ର ଯୋଜନାରେ ଦେଢ କୁଇଁଟାଲ୍ ରଡ ଝାଉଁ କାଠରେ ପୋଡା ହୋଇଗଲା ପରେ ସବୁଦିନ ପାଇଁ ଏଇ ସଂସାରରୁ ତାଙ୍କ ନାଆଁ ଲିଭିଯିବା ଫାଇନାଲ୍ ।
ମୋ ଉଦ୍ଦେଶ୍ୟ ହେଉଛି ମୋ ଛାତ୍ରକୁ ମୁଁ ଦୁଇ ଚାରିଟା ଚଟକଣା ମାରି ସେ ଭାଇଙ୍କୁ ହାତ ଯୋଡି ଭୁଲ୍ ମାଗିବାକୁ କହିବି ଆଉ ତାପରେ ସେ ଯୁବକଙ୍କୁ ବୁଝାଇବି...
ତମର ମିଛ ମିଛ ରାଗ ଢେର୍ ସାରା ଅଭିମାନ ତମ ଓଠର ସେହି ଅମୃତବୋଳା ହସ ଆଉ ଆତ୍ମୀୟତାରେ (??) ଭର୍ ପୁର୍ ସେଇ ମାଦକ ଭରା ଚାହାଣି ।
ଆପଣଙ୍କ ମତାମତ