ସଦାକୁ ପୁଲିସ୍ରେ ଦିଆ ନଯାଇ, ଭଲକରି ଉତ୍ତମ ମଧ୍ୟମ ଦେଇ, ସାତ ବେଣ୍ଟିଆ ଲଣ୍ତାକରି, ମୁଣ୍ତରେ ଚୁନ କଳା ବୋଳି, ବେକରେ ଛିଡା ଯୋତାମାଳ ପକାଇ ସାରା ପଞ୍ଚାୟତର ଦଶଖଣ୍ତ...
ହେଲେ ଆଜି ବସିଥିଲି ସେଇ ବିଶ୍ୱ ବିଜୟୀ ବୀରଙ୍କ ସେଇ ପ୍ରତିମୂର୍ତ୍ତି ତଳେ ଠିକ୍ ସେଇ ଜାଗାରେ
ସାର୍ଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇବାକୁ ସାହାସ ଜୁଟାଇ ନପାରି ହ୍ଵାଟ୍ସଆପ୍ରେ ମେସେଜ୍ କରି ଅଭିନନ୍ଦନ ଜଣାଇଲି । ଖୁବ୍ ଖୁସିହେଲି ସାର୍ଙ୍କ ରିପ୍ଲାଏ ମେସେଜ୍ ଦେଖି, ଯେଉଥିରେ ସାର୍...
କହିଥିଲ ----- ଯେବେ ସଂଧ୍ୟା ଢଳି ଢଳି ଯାଉଥିବ ସେତେବେଳେ ତୁମେ ତୁମ ଗଣ୍ତଦେଶ ମୋ ଅଧରେ ସମର୍ପି ଦେବ ।
ଏ ଘନ ରାତିରେ ଅଂଚଳ ଭିଡୁଛୁ ଚିତ୍ତ ଚୋର ଲମ୍ପଟିଆ
କହିକି ପାରିବ କାହିଁକି ହେ ବନ୍ଧୁ ମୋ ଛାତିରେ ଲହରୀ ଉଠେ ପଶ୍ଚିମ ଗଗନେ ସୁରୁଜ ନଇଁଲେ ଛାତିରେ ଛନକା ପଶେ
ପ୍ରବାସୀ ଶ୍ରମିକମାନେ କରୋନା ଆରମ୍ଭରୁ ଯେମିତି ଅନ୍ୟରାଜ୍ୟରୁ ନିଜ ଘରକୁ ଆସିବାକୁ ବ୍ୟଗ୍ର ହେଉଥିଲେ, ଏବେ କରୋନା ତା' କାୟା ସବୁଆଡେ ବିସ୍ତାର କରିସାରିଥିଲେ ବି ନିଜ ଜୀବନକୁ ଗୌଣ...
ମୁଁ ହଁ ବୋଲି ମୁଣ୍ତ ହଲାଇ ଗୋଟେ ମନଖୋଲା ହସ ହସିଦେଇ ବାଇକ୍ରେ ଶେଷ ଗିଅର୍ ଲଗେଇଦେଲି ।
ଅନେକ ଅଭୁଲା ସ୍ମୃତିର ଗନ୍ତାଘର ସାଜି ସାଇତି ରଖିଛି କେତେ ପ୍ରେମୀଙ୍କର ହୃଦୟର କମ୍ପନକୁ ତା' ନିଜ ଛାତିରେ .......
ତୋ ଦେହ ଦେହଳୀର ବଂଧନ ଭିତରେ ମୋ ରସରାସ ଚାରୁକ୍ଷେତ୍ର ।
ଆପଣଙ୍କ ମତାମତ