( ସ୍ମୃତିରେ ଶ୍ୟାମସୁନ୍ଦର ---- ୧୧/୧୧/୨୦୨୨ରିଖରେ ସ୍ୱର୍ଗତ ଶ୍ୟାମସୁନ୍ଦର ରାଉତଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ .... ) ।
ଆଖିଆଗରେ ଦେଖାଅନି ତୁହାକୁ ତୁହା ମୁଣ୍ତ କଟାର
ଟିକି ବୋଉଙ୍କୁ ଜଡ଼ିତ କରି ଗାଁରେ ଥିବା ସମୟରେ ମୋର ମାତ୍ର ଚାରି ବର୍ଷରେ ବହୁ ସ୍ମୃତି ରହିଛି ।
ମନେ ନାହିଁକି ଗୋ ପ୍ରିୟା ଗତ ମୌସୁମୀରେ ଝରିଯାଇଥିଲି ଚାତକ ତନୁରେ ତୋର, ହଜିଯାଇଥିଲି ତୋ ମରୁଦ୍ୟାନରେ ପିଇ ତୋ ଅମୃତ ଝର ।
ବିଗତ କେଇ ବର୍ଷହେଲା ଏଠି ଗୋଟେ ସରକାରୀ ହାଇସ୍କୁଲରେ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରି ଆସୁଛନ୍ତି
ମୋ ଆତ୍ମାକୁ ପ୍ରଶାନ୍ତି ଦେଉ କାମନା ବିକ୍ଷୁବ୍ଧ
ତେଜିଦେଲି, ଦେଖ କିପରି ଜଳୁଛି ସଳିତା ମୋ ରସସ୍ନାତା
ପଲକ ନପଡୁ ତମ ହରିଣୀ ନୟନେ ଚାହାଣି ମଦନ ଶର
ମୋ କକ୍ଷେ ଖେଳିଗଲା କଦମ୍ବ ଲହରୀ ଉଷା ଉର୍ବଶୀ ବିବସନା ମୋ ବକ୍ଷେ ଆଙ୍କିଦେଲା ପଦ୍ମପାଦ ଶିରୀ
ମୁଁ ବଞ୍ଚିଛି ତମ ଶୃଙ୍ଗାର ସୀତ୍କାରେ ତମ ପ୍ରେମଝରଣାର ଉର୍ମିରେ,
ଆପଣଙ୍କ ମତାମତ