କୋଟି ଜୀବଜନ୍ତୁ ପାଇଁ ଖଂଜିଅଛ ଫଳଫୁଲ ଶଷ୍ୟ ଅସୁମାର ଶ୍ରେଷ୍ଠ ଜୀବ ମନୁପୁତ୍ର ତହିଁ କରେ ତା'ର ସାମ୍ରାଜ୍ୟ ବିସ୍ତାର ।
ଶୁଭ୍ର ବସନା ବରଦା ହଂସ ବାହନେ ଅର୍ଚ୍ଚିତା ଅଜ୍ଞାନ ଅନ୍ଧକାରରେ ଜଗାଅ ଜ୍ଞାନ ଶୁଭ୍ରତା ।
ଘରଣୀ ତୁମର ଲକ୍ଷ୍ମୀ ଠାକୁରାଣୀ ଅଭାବଟି ଜଣା ନାହିଁ ଜୀବନସାଥୀ ମୋ ପାର୍ବତୀ ବିଚାରୀ ଫଟା ପାଉଲାଟେ ନାହିଁ । ଷାଠିଏ ପଉଟି ଖାଉଛ ନିଇତି ସରପୁଳି ଛେନାପୋଡ ବେଲପତ୍ର...
ବ୍ୟାଙ୍କ ଧାଡିରେ ଜନତାର ହୁଏ ଲମ୍ବା ଦାଢୀ ବ୍ୟାଙ୍କର ବାପୁଡା ଖଟି ଖଟି ହେଲେ ବୁଢା ବୁଢୀ ।
ହେଉ ଜନଧନ ମୁଦ୍ରାର ଦଉଡ ଶିଶୁ କିଶୋର ତରୁଣ ମେକ୍ ଇନ ଇଣ୍ଡିଆ ମେଡ୍ ଇନ ଇଣ୍ଡିଆ ସବୁଠି ଦର୍କାର ଋଣ ।
ଆବାଳ ବନିତା ଯେତେକ ଗୋପୀକା ସଭିଏଁ ତୋନାମେ ବାଇ ଏକା ରାଧାକିଆଁ କଳଙ୍କର ନିଆଁ ମଥାପାତି ସହୁଥାଇ କାହ୍ନାରେ! ବଂଶୀତୋ ଆଉ ନଦେବି ଜଟିଳା କୁଟିଳା ଶାଶୁଘରେ ଭଲା କେତେ...
ଆପଣଙ୍କ ମତାମତ