"ହାରି ଯାଇଥିବା ଲୋକର କି ଅଛି" ସତେ ଅବା ଆଗୁ ଜାଣି ଗଲ ସବୁ ସପନକୁ ଅଧା ରଖି ତୁମେ କେଉଁ ଅଭିମାନେ ଚାଲିଗଲ ।
ଏଡିକି ବିଶାଳ ମୂର୍ତ୍ତି ମୋ କରୁଛ ଦେଖିଲେ ଡରୁଛି ମୁହିଁ ଥନ୍ତଲ ପେଟକୁ ଦେଖଉଛ ବସି ଶରମ ଟିକିଏ ନାହିଁ ।
କଂସ ନିଦାରୁଣ କଚାଡି ଶିଳେଣ ମାରିଲା ସାତ ସନ୍ତାନ କାରାଗାରେ ବନ୍ଦୀ ବସୁଦେବ ଦେବୀ କରନ୍ତି ଶୋକେ ରୋଦନ ।
ଲାଞ୍ଜ ଟେକିଗଲା ବାଘ, ନଇଁ ଚାଲୁଥିବ ବଡ଼ଙ୍କ ଆଗେ ଲୋ, ଲାଗିବ ନାହିଁଟି ଦାଗ । ବିରାଡ଼ି ଛିଙ୍କିଲା ବଣେ, ଆଗରେ ଯାଉଛି ନାଗର ଜଣେ ଲୋ, ମୁଣ୍ଡି ଝାଡୁ...
ଆସୁଅଛି ଜୁନ୍ ପାଞ୍ଚ ପରିବେଶ ଦିନ ଆମ ପରିବେଶ ଛବି ନହେଉ ମଳିନ ।
କୁକୁଡା ହେଉକି ସୁଧାର ଗାଈଟି ଶାବକ ପାଇଁ ସିଂହ ବିପଦ ଦେଖିଲେ ଶିଶୁର ଲଢଇ ଯେହ୍ନେ ଅସ୍ତ୍ର ଅମୋଘ ।
ସ୍ୱାଭିମାନୀ ଓଡ଼ିଆର ମଧୁ ବାବୁ ମୂରତିମନ୍ତ ପ୍ରତୀକ ଗଢି ଊତ୍କଳ ସମ୍ମିଳନୀ କଲେ ଓଡ଼ିଆଙ୍କୁ ଏକତ୍ରିତ ।
ଶୀତଦିନେ କାଞ୍ଜି ଆଉ ଗ୍ରୀଷମେ ଛତୁଆ ପଣା ପୋଡପିଠା କରେ ବିଜ୍ଞାନୀ ଓଡିଆ ।
ପୂରୁବ ରାଇଜ ଗୁଳୁଗୁଳି ଖରା ଟାଣ ପୂରୁବ ପୁରୁଷ ଆମ କରିଲେ ବିଧାନ ।
ଫସଲ ଅମଳ କରି ଚାଷୀକୁଳ ଘେନିବାକୁ ଦେବାଶିଷ ମକର ଚାଉଳ ସାଥେ ଫଳମୂଳ ଅର୍ପଣ କରି ବିଶେଷ ।
ଆପଣଙ୍କ ମତାମତ