ହେଲେ ଶୁଣ , ଏଇ ଥର ଯେବେ ମୋ ପାଖକୁ ଫେରିବ, ସାଥିରେ ମେଞ୍ଚା ସମୟ ଆଉ ଧର୍ଯ୍ୟ ନେଇକି ଆସିବ । ମୋ ସବୁ ଅଭିଯୋଗ ଶୁଣିବା ପାଇଁ...
କିଏ କେବେ ଅତ୍ୟ ଅଧିକ ଖୁସି ରେ ଝରାଏ ସେ ଲୁହର ମୁକୁତା, ଆଉ କିଏ ଯନ୍ତ୍ରଣାର କୋଠରି ରୁ ମୁକ୍ତି ପାଇଁ, ଢାଳିଦିଏ ଦୁଇ ବୁନ୍ଦା ଅସାନ୍ତ ଜଳ...
ଭକ୍ତମାନେ ଆତୁଳ ହେଲେଣି, ଶ୍ରୀମନ୍ଦିରର ରତ୍ନ ସିଂହାସନ ବି ଝୁରିଲାଣି, କାହିଁକି ଏମିତି କର ଯେ ତୁମେ।
ଶବ୍ଦ ନାହିଁ ତାକୁ ସଜେଇବା ପାଇଁ, ଭାଷା ନାହିଁ ତାକୁ ବୁଝେଇ କହିବା ପାଇଁ । ପୂର୍ଣ୍ଣ ଭରା ଚାବିକାଠି ଟେ ସେ , ସେ ହେଉଛି ମୋ ମା'...
ଏଇଟା ହିଁ ସୃଷ୍ଟିର ନିୟମ, ସ୍ଵୟଂ ଉଦାହରଣ ରାଧାକୃଷ୍ଣଙ୍କ ପ୍ରେମ ।
କେବେ ସେ ମନେ ଆଣି ଦିଏ, ପ୍ରେମ ଭରା ସାଗର । ଆଉ କେବେ ସେ ଦର ଭାଙ୍ଗ , ଦରଦି ଛାତିରେ କୋହର ପର୍ବତ।
ଆପଣଙ୍କ ମତାମତ