ଶ୍ରୀମତୀ ପରମିତା ମିଶ୍ର

ଶ୍ରୀମତୀ ପରମିତା ମିଶ୍ର

ସ୍ୱାମୀ-ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର (ସରକାରୀ କର୍ମଚାରୀ) । ପିତା - ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ପାଣିଗ୍ରାହୀ ଓ ମାତା- ଶ୍ରୀମତୀ ମମତା ପାଣିଗ୍ରାହୀ । ଠିକଣା - କ୍ଵାଟର ନଂ- ଏଲ.ଆଇ.ଜି.୧/୨, ହାଉସିଂ ବୋର୍ଡ କଲୋନୀ, ଆମ୍ବପୁଆ, ବ୍ରହ୍ମପୁର - ୧୦ । ପୁସ୍ତକାଳୟ ଏବଂ ସୂଚନା ବିଜ୍ଞାନ ରେ ସ୍ନାତୋକତ୍ତର କରୁଛି, ପତ୍ରିକା ପଢିବା ତଥା ଲେଖାଲେଖି କରିବା, ମହାପୁରୁଷ ମାନଙ୍କ ଆତ୍ମଜୀବନୀ ପଢିବାରେ ରୁଚି ରଖେ , ସବୁ ବେଳେ ସତ କହେ ଏବଂ ନିଜ ଭୁଲ ମାନିବାର ଶକ୍ତି ଅଛି ମୋହର । ପିଲାବେଳୁ ଲେଖିବାକୁ ଭଲ ପାଏ, ସ୍ୱାମୀଙ୍କ ପ୍ରୋତ୍ସାହନରୁ ସେ ସବୁକୁ ସାଇତିଲି । କିଛି ଉତ୍ତମ ଏବଂ ନୁଆଁ ଲେଖିବାକୁ ଚେଷ୍ଟା କରେ । ମୁଁ ଓଡିଆ ସେଥିପାଇଁ ମୁଁ ଗର୍ବିତ ।

Posts By ଶ୍ରୀମତୀ ପରମିତା ମିଶ୍ର

To Top