ନ ମାଗିଲେ କେବେ ମିଳିଥାଏ ସୁଖ ସେନେହ କେବେ ପୁଣି ମିଳେ ଛଳନାର ବିଷବଳୟ କାହିଁକି ଏମିତି ହୁଏ ଆଜିଯାଏ କେହି ବୁଝିନାହିଁ ।
ଜମା ହୁଏ ପାକଲା ପତର, ବର୍ଷା ଛିଟା ଖୋଲିଦିଏ ତା' ଛାତି ତଳେ ଲୁଚିଥିବା ବାରବାଟୀ ଦୁର୍ଗର ହଜିଲା ପଥର,
ତପ୍ତ ଶରଶଯ୍ୟା ଜୀବନର ସାମ୍ନା ରାସ୍ତା କେତେ ପାଖାପାଖି ଅଥଚ କେମିତି ଫାଙ୍କା କାହିଁ କେଉଁଠିତ ସ୍ୱରଟିଏ ଶୁଭୁନାହିଁ ଅପ୍ରାକୃତିକ ଭାରି ଶବ୍ଦଟିଏ
ଜହ୍ନମାମୁଁ ଗୋଲ୍ ସୂର୍ଯ୍ୟ ଜେଜେ ଗୋଲ୍ ଦିଗ୍ବଳୟ ଦିଶଇ ପରା ଗୋଲ୍, ଗୋଲ୍, ଗୋଲ୍
ସମ୍ପର୍କର ଯନ୍ତ୍ରଣା ଏତେ ବେଶୀ ବଢ଼ିଗଲା ଯେ. . . ମୁଁ ହଳଦୀ ରଙ୍ଗର କିଛି ବି ଦେଖିଲେ, ମୋ ହଳଦୀବସନ୍ତ ଯୋଡ଼ିକ, ଆଖି ଆଗରେ ଉଡ଼ିବୁଲିଲେ ।
ଆମେ ଏଡ଼େ ଲୁଚି ରହିବାକୁ ପଛଆଡ଼େ କହିବାକୁ କାହିଁକି ଭଲ ପାଉଁ କେଜାଣି । ଏ ନୂଆବୋହୂ ଢଙ୍ଗ ଓଡ଼ିଶାର ପ୍ରକୃତରେ ଗୋଟିଏ ସାହିତ୍ୟିକ ଶୋଭା ।
ଆପଣାର କରିନେବା ଆଗୁ ମୋ ବଗିଚାର ପେନ୍ଥା ପେନ୍ଥା ବହଳ ହଳଦୀ ରଙ୍ଗ
ଆଦ୍ୟ ବସନ୍ତକୁ ହଜେଇ ଦେଲେ ଆମ୍ୱତୋଟାରେ ବାକିତକ ଜେଜେମା' ପଣତରେ
କାହା ସାଙ୍ଗରେ ପାଟିଗୋଳ ହେଲେ ଆଗ ବିଡ଼ି ଦି'ଶୋଠା ଟାଣି ମୁଣ୍ଡ ଠିକ୍ କରିଦିଏ । ଟାଣିଟାଣି ଖଣ୍ଡିଆ କରି ଫିଙ୍ଗିଦେଇ ପାଦରେ ଦଳିଦିଏ ।
ତରୁଣ ପ୍ରଧାନମନ୍ତ୍ରୀ ଶ୍ୟାମଳୀ, ସ୍ୱାସ୍ଥ୍ୟବତୀ ଓ ରଙ୍ଗରଙ୍ଗିଆ ଲୁଗାପଟା ପିନ୍ଧିଥିବା ଆଦିବାସୀ ଲଳନାମାନଙ୍କର ଆବେଗ ଆଦର ଦେଖି ମୁଗ୍ଧ ହୋଇଥିଲେ । ସେ ସେମାନଙ୍କ ଉପରକୁ ଫୁଲମାଳ ଫିଙ୍ଗିଥିଲେ ଓ...
ଆପଣଙ୍କ ମତାମତ