ବାରମ୍ବାର କୈାଣସି ଜିନିଷ ଦେଖିବା କିମ୍ବା ଶ୍ରବଣ କରିବା ଦ୍ୱାରା ମନ ଶୀଘ୍ର ବିଚଳିତ ହୋଇଥାଏ । ଏବଂ ସେହି ଦ୍ରବ୍ୟ ପ୍ରାପ୍ତି ସକାଶେ ମନରେ ଅଭିଳାଷ ସୃଷ୍ଟି ହୋଇ...
ସେହି ଅଦିନିଆ ବର୍ଷା ରାତ୍ରୀର ସ୍ମୃତିକୁ, ଯେକେହିବି ଏତେ ସହଜରେ ଭୁଲି ନ ପାରେ ଦୁର୍ଗମ ଜଙ୍ଗଲର ବୃକ୍ଷଲତା ବି ନିଜର ଗ୍ଳାନିକୁ, ପ୍ରକାଶ କରିବାକୁ ବର୍ଷାର ସାହାରା ନେଇଛି...
ବାପା ଥରେ କହିଥିଲେ "ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟାନ୍ସ" ଅର୍ଥାତ୍ ନିଜକୁ ଦୃଢ଼, ପ୍ରତିଷ୍ଠିତ, ସୁସ୍ଥ, ସବଳ ରଖିବା ପାଇଁ ନିରୀହମାନଙ୍କର ନିଧନ ।
ଯୌନପିଶାଚଙ୍କ ଅନିର୍ବାପିତ କାମନାର ନିଆଁରେ ସ୍ୱର୍ଗଦ୍ୱାରେ ହୁତୁ ହୁତୁ ହୋଇ ଜଳିଗଲା ସୁଜାତାର ଜୀବନ ଜୁଇ । ନାରୀ ସୁରକ୍ଷା ଆଉ ସଶକ୍ତିକରଣର ଡେଙ୍ଗୁରା ପିଟୁଥିବା, ଏଇ ଆମ ସର୍କାର....
ନଇଁ ଆସେ ଆଖିପତା ଅନ୍ତତଃ କ୍ଳାନ୍ତିରେ ଧୂସରିତ ବିଷାଦିତ ସନ୍ଧ୍ୟା ବାଲୁଚରେ ପାଗଭିଡ଼େ ଏଠି ପୁଣି ନଷ୍ଟ ଅପରାହ୍ଣ ବିକଳ ସୂର୍ଯ୍ୟରଗାରେ ସେ କିନ୍ତୁ ବିବର୍ଣ୍ଣ ।
ସପନ ଜଗାଇବାର ଅଭୀପ୍ସା ସପନରେ ହଜିଯାଏ, ଖୁସିରେ ମସ୍ଗୁଲ୍ ହେବାର ନିଶା ଭାବନାରେ ରହିଯାଏ ତଥାପି ବି ମୁହୂର୍ତ୍ତଟିଏ ଆବଶ୍ୟକ ଥାପିବାକୁ ପ୍ରତିଛବି ତା'ର ।
ପବନରୁ ସାଉଁଟୁଛି ତୋରି ନିଃଶ୍ୱାସ ଗହଳିରୁ ଖୋଜୁଛି ମୁଁ ତୋରି ରୂପ ଯୁଆଡ଼େ ଚାହିଁଲେ ଖାଲି ତତେ ମୁଁ ଦେଖୁଛି କବିତାରେ ଲେଖି ବସେ ତୋ ପ୍ରୀତିଭାଷ ।
ଅଚାନକ ତାକୁ ଶୁଭିଲା ଏକ ମନ୍ଦ୍ର ମଧୁର ସ୍ୱର କାନରେ ଢାଳି ହୋଇଗଲା ଅମୃତର ଧାର ।
ତୁମେ ବିଦେଶ ଚାଲିଗଲା ପରେ ଫିକା ପଡ଼ିଆସିଲାଣି ଗଲାଦିନର ସ୍ୱପ୍ନ ଜୀବନରେ ମୋର ଖାଲି ନିଃସଙ୍ଗତା ତୁମ ପ୍ରତୀକ୍ଷାରେ ଅସରନ୍ତି ମୋର ଦିନ ଅମାବାସ୍ୟା ଆକାଶରେ ଖୋଜୁଛି ମୁଁ ଜହ୍ନ...
ମୋତେ ପିନ୍ଧାଇ ଦେବନି ଦାମୀ ଫୁଲହାର, ମୋ ନିର୍ଜୀବ ଦେହରେ ବୋଳିଦେବନି ଲାଲ୍ ନୀଳ ରଙ୍ଗର ଅବିର । ମୋତେ ଭସେଇ ଦେବନି ଘଣ୍ଟ ଘଣ୍ଟା ଢୋଲ ଅବା ଆତଶବାଜିର...
ଆପଣଙ୍କ ମତାମତ