ତାଙ୍କୁ ଦେଖି ଦୁର୍ଘଟଣା ହୁଅନ୍ତି କେତେ ଯେ ବାଟୋଇ ଷ୍ଟାଇଲ୍ରେ କଥାବାର୍ତା କରନ୍ତି ଦେଖେଇ ହୋଇ ପାଠୋଇ ବଡ ଅଜବ ତାଙ୍କର ଚାଲିଚଳନ ଆଚାର ବ୍ୟବହାର
ଲାଜକୁ ସଜେଇ ଗହଣା ଟିଏ ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ ମୋ ମନର ଯେତେ ସବୁ ରାଗ ରୋଷ ତା ଲାଜ ସାମ୍ନାରେ ହାରିଯାଏ ।।(୨)
ଭଣ୍ଢେଇ ଖାଏ ଯେ ମିଛରେ, ସଭିଏଁ ପ୍ରଶଂସା କରନ୍ତି ତାହାର ଗୋଡେଇ ବୁଲନ୍ତି ପଛରେ ।।୨।।
ଚାହିଁଛି ତା ପଥ, କଥା ଦେଇ ଥିଲା, ଆସିବ ନିଦାଘ ଶେଷେ, କଳା ବାଦଲର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ, ନହୁଲି ବଧୁର ବେଶେ ।
ତୁମରି ଟିକିଏ ହସର, ସାତ ରଙ୍ଗି ଇନ୍ଦ୍ରଧନୁ ଛଟା, ରଙ୍ଗ ଭରି ଗଲା, ଏଇ ମୋର ନିସଙ୍ଗ ଜୀବନରେ ।
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ ମାଟିର କୋଳରେ ଖପ୍ ଖପ୍ ଡେଉଁ ଥିବା ମୁଁ ଏକ ଅମାନିଆ ମୋହ ।
ଖରାପ କଥା ଚକମକିଆ ହସିଁ ଖାଇବାର ଲିଆ, ଟଣ୍ଟି ଭିତରେ ସରକଟବା ଆଏଁଖ ହୋବା ଯେ ଠିଆ ।।
ତୁଳସୀ ଚଉରା ମୂଳ ସଞ୍ଜଦୀପ ଆଲୁଅରେ ଆଶୀଷର ଭିକ୍ଷା ମାଗେ ଅମୃତର ଆସ୍ଵାଦନ
କଲମଟିଏ ମୁଁ, ଚିତ୍ରର ମଥାରେ ବିନ୍ଦୁଟିଏ ଦେଇ ତା ମୁଣ୍ଡରେ ଓଢଣୀଟିଏ ଟାଣିଦେଇ ସରୁଧାର ଓଠକୁ ତା ମୁହଁରେ ଥୋଇ ଦେଇ ତାକୁ ବୋହୁ ପରି ସଜେଇ ଦିଏ ।
ସବୁ ନିରାଶାର ଆଶ୍ରାବାଡ଼ି ଏଥର ଜାଣିଥା ପରିତ୍ରାଣ ନାହିଁ ଷଣ୍ଢାଟାକୁ ସିଏ ଦବ ମୋଡି । ଚିଲ ଶାଗୁଣାଙ୍କ ଦରବାରେ ଭାଳେଣି ପଡ଼ିଛି ଏକାଥରେ କିପରି ଟାଣିବା, କିପରି ଖାଇବା...
ଆପଣଙ୍କ ମତାମତ