ପୋଲିସ୍ ଭାବିଥିଲା ଏମିତି କିଛି କୋଡ଼ ମାଡ଼ କରିଦେଲେ ଅର୍ଥ କିଛି ଝଡ଼ି ପଡ଼ିବ । ଦୁଃଖିଆ ପାଖରେ ତ ଫଟା ପାହୁଲାଟା ବି ନ ଥିଲା । ସେ...
ଅଭିଜ୍ଞ ଓ ଜ୍ଞାନୀ ଲୋକଙ୍କ ସହିତ ସମ୍ପର୍କ ରଖ । ସେମାନଙ୍କ ପାଖକୁ ଯାଇ ପ୍ରଣାମ କରି ଉପଦେଶ ଗ୍ରହଣ କର ।
ଜଣେ ଅବ୍ରାହ୍ମଣ ବ୍ରାହ୍ମଣର କର୍ମ କଲେ ତାକୁ ବ୍ରାହ୍ମଣ ବୋଲି ସମାଜ ଗ୍ରହଣ କରୁଥିଲା । ଏଣୁ ମାତଙ୍ଗ, ବଶିଷ୍ଠ, ସତ୍ୟକାମ ଇତ୍ୟାଦି ଋଷିମାନେ ଅବ୍ରାହ୍ମଣ ଗର୍ଭରେ ଜନ୍ମ ହୋଇଥିଲେ...
କ'ଣ ମତେ ବାପା ଭାବିଲୁ କି ? ମୁଁ ସବୁଦିନ ଭଳି ଆଜି ବି କୂଅ ମୂଳେ ଯାଇ ହାତ, ଗୋଡ଼ ଧୋଇ ଆସିବି । ଗାମୁଛାଟା ଦେଲୁ ।
ନଈ ଆରପାରି ହାଣ୍ଡିଆ ହାଟରୁ ଫେରି ନ ଥିବା ମା'କୁ କୂଳରେ ଠିଆ ହୋଇ ଡାକୁଥିବା ପୁଅର ତୃଷିତ ସ୍ୱର କବିତା ନୁହେଁ ତ କ'ଣ ?
ଅଗୋଚରେ ତମେ କରିଛ ମହାମେଣ୍ଟ ପାଇବାକୁ ସିନା ସୁଲଭ ମୂଲ୍ୟେ ଦାନା । ବାରମାସ ପୂରି ନ ପୂରଇ ମୋର ପେଟ କଷ୍ଟେ ପିନ୍ଧଇ ସାତସିଆଁ ଛିଣ୍ଡା କନା ।।
ଜୀବନରେ ଶୂନ୍ୟତା ନ ଥିଲେ, ପୂର୍ଣ୍ଣତା ଆସେ ନାହିଁ । ଶୂନ୍ୟରୁ ହିଁ ଜୀବନ ଆରମ୍ଭ, ଶୂନ୍ୟତାରେ ଶେଷ ।
୧୯୨୫ ମସିହାରେ ଅଖିଳଭାରତ ଚରଖା ସଂଘ ସ୍ଥାପନ କଲେ ଏବଂ ଭାରତର ସବୁ ପ୍ରଦେଶରେ ଏହାର ଶଖାମାନ ଗଢ଼ାଗଲା
ସାହାଯ୍ୟ କଲେ ରଖିବେ ମନେ, ନ ହେଲେ ଯିବେ ଭୁଲି ।
ପ୍ରଥମେ ତାଙ୍କୁ ଦେଖିବା ପରେ ସୁଦେବଙ୍କୁ ସେ ରୂପ ଚିହ୍ନା ଚିହ୍ନ ମନେ ହେଲା । କିନ୍ତୁ ଅଳ୍ପ ସମୟ ଭିତରେ ସେ ଜାଣିଗଲେ ଯେ ସେ ନାରୀଟି ବିଦର୍ଭ...
ଆପଣଙ୍କ ମତାମତ