ସବୁ ସମ୍ଭାବନାର ଶେଷ ସବୁ ଇଚ୍ଛାର ନିଃଶେଷ ପରିତାପର ପରିସମାପ୍ତି ସମ୍ପଦ ଆଉ ସମ୍ପର୍କରୁ ମୁକ୍ତି ଯୁକ୍ତି ଆଉ ଉକ୍ତିରୁ ବିରତି
କେତେ ଯତନରେ ସାଇତି ଥିଲି ମୁଁ ଗୋଟିଏ ବୋଲି ମୁକୁତା କେଜାଣି କେଉଁଠି ଝରି ଗଲା ପୁଣି ବୁଝିଲାନି ମନ ବ୍ୟଥା ସମୟ ଢେଉ ଯେ ପ୍ରତାରଣା କଲା ମନ...
ଯାହାଙ୍କ ଇଙ୍ଗୀତରେ ସବୁକିଛି ସମ୍ଭବ ସେ ନିଜେ ପୁଣି ଜନ୍ମ ନେଇଛନ୍ତି କାରାଗାରରେ ଜନ୍ମ ପରେ ପୁଣି ବିଚ୍ଛେଦ ହୋଇଛନ୍ତି । ତାଙ୍କ ପିତାମାତାଙ୍କଠାରୁ ଏପରି କଷ୍ଟ ହୁଏତ କୌଣସି...
ଠିକ୍ ସମୟରେ ଔଷଧ ନ ଖାଇ ତେଲ ମାଲିସ୍ ନ କରି ଥରକୁ ଥର ତ ଆଣ୍ଠୁଟାକୁ ବାଡ଼େଇ ଦେଉଛୁ । କହିଲୁ, ହାତରେ ହାତଟା ପଡ଼ି ନ ଥିଲେ...
ଖେଳାଇ ଦେଇପାରେ ସ୍ନେହ-ପ୍ରେମ-ସମ୍ପ୍ରୀତି ଆଉ ମାବିକତାର ସମ୍ମୋହନୀ ମନ୍ତ୍ର ଦସ୍ୟୁ ରତ୍ନାକରକୁ ବାଲ୍ମୀକି
ମାଟି ତଳେ ମାଟିକୁ କାମୁଡ଼ି ଭିଡ଼ି କରେ କାବୁ ଭିତରେ ଭିତରେ ବଢ଼ି ଶୋଷେ ଜଳ ସବୁ ।
ମଣିଷ ମନଟା କ'ଣ ସତରେ ସବୁବେଳେ ଆକାଂକ୍ଷିତ ସ୍ୱପ୍ନର ଡୋରରେ ବନ୍ଧା
ପ୍ରତୀକ୍ଷାର ବେଳ ମନେହୁଏ ଧୁ, ଧୁ ଖରାବେଳ ସବୁଜ ବନ, ଝରଝର ଝରଣା ବଦଳିଯାଏ ନିଥର ମରୁ ଭାସିଯାଏ ଭଲ ପାଇବାର ଗୋଲାପି ଅକ୍ଷର ।
ତୁମ ପ୍ରେମ ଫଲ୍ଗୁ ପ୍ରବାହିତ ହୋଇ ଭିଜେଇ ଦିଏ ମୋ ହୃଦୟ ଗାତ୍ର ପ୍ରିୟତମ ମୋର ତୁମ ପ୍ରେମ ବିନା ସଂସାରେ ଆଉ କିଛି ତ ନାହିଁ
ତା'ର ଯେବେ ମନେପଡ଼େ ଅତୀତର ମିଠା ଖଟା ମୁହୂର୍ତ୍ତ ସବୁ ମନରେ ଶିହରଣ ଆସେ ବେଦନାର ସୂତାଖିଅଟେ ଆସ୍ତେ ଆସ୍ତେ ଜଞ୍ଜୀର ହୋଇ ତାକୁ ବନ୍ଦୀ କରିଦିଏ ଭୁଲି ପାରେନି...
ଆପଣଙ୍କ ମତାମତ