ମୋତେ ଗରମ ବିଛଣାରୁ ଟେକି ଆଣି କିଟିକିଟିଆ ଅନ୍ଧାରକୁ ଆଙ୍ଗୁଳି ଦେଖେଇ କହନ୍ତି "ଖାଇଦେ, ନ ହେଲେ ଠିକ୍ ଅଧା ରାତିରେ ଅନ୍ଧାର ଘୁଡୁଘୁଡ଼ି ଆସିବ ତୋ ଖାଲି ପେଟରେ...
ନାହିଁ କେ ଆନ ତୋ ଠାରୁ ବଳି ତୋ ସଙ୍ଗ ସୁଖ ପାରେନି କଳି
କୁଆଁରୀ ଫସଲ ବିଧି ବିଞ୍ଚିଦିଏ ମୋ ମନରେ ବିଚିତ୍ର କାଉଁରୀ ତାଳ ବଣ ସରହଦରେ ଜହ୍ନ ଧାଡ଼ି ଧାଡ଼ି ଗୁଆ ଗଛ
ତା' ବୋଉ ମାଗି ଆଣିଥିଲା କଂସାଏ ପଖାଳ । ପୋଡ଼ାଆଳୁରେ ଲଙ୍କା ମରିଚଟେ ଦଳିଥିଲା ରସୁଣ ଦି'କୋଲା ଦେଇ । ଦେଇଥିଲା ସୋରିଷ ତେଲ ବେଶୀ କରି ।
ଆମର ଦି'ଟା ସିଙ୍ଗଲ ବେଡ୍ସିଟ୍ ସିନା ଆଣିଥାନ୍ତୁ ଏଡ଼େଟାଏ କ'ଣ ଦରକାର ଏଠି ?
ସାଲେପୁରର ରସଗୋଲାକୁ ପାରିବ କିଏ ଭୁଲି ? ରସାବଳି କି ପୋଟଳି ଖାଅ କେନ୍ଦ୍ରାପଡ଼ାରେ ବୁଲି ।।
ଆଉ ମୋର ପିଲାଦିନର ଚପଳାମି ସବୁ ଆପଣାର କରିନେଇଥିବା ସ୍ନେହବୋଳା ଗାଁ. . . ଯେଉଁ ଗାଁରେ ଝରଣାଟି
ଦେଖନ୍ତୁ, ସଂସାରମୟ ରସାତଳଗାମୀ ହେଲେ, ସେଥି ମଧ୍ୟରୁ ଯେ କେତେଜଣ ସ୍ୱର୍ଗଗାମୀ ହେବାକୁ ଚେଷ୍ଟା କରୁଛନ୍ତି
ଆଖିରୁ ପ୍ରଲମ୍ୱିତ ଅସୁମାରୀ ତାରା ବ୍ୟାପି ସ୍ୱପ୍ନର ଆକାଶରୁ ପାହାଡ଼ର ଏ ଜଙ୍ଗଲ ବେଶ ଗ୍ରହରୁ ନକ୍ଷତ୍ର ସଞ୍ଚରିଯାଇଚି ଇନ୍ଦ୍ରଜାଲ, ଏ ଭୋକ ।
ମୋ ସାଙ୍ଗରେ ଯେଉଁମାନେ ଦୋକାନ କରିଥିଲେ ସେମାନେ ଆଜି ଲକ୍ଷପତି । ମୁଁ ସେଇ ଦଧିଆ । ବରା ପିଆଜି ଧରି ବଇଚି । ଲୋକଙ୍କର ମୋ ପ୍ରତି ସମ୍ମାନ...
ଆପଣଙ୍କ ମତାମତ