ସେ ଆବିଷ୍କୃତ କରିଛନ୍ତି ନୂଆ ଏକ ଲୀନାକୁ । ତା ଭିତରର ବ୍ୟାକୁଳ ଅନୁରାଗକୁ ! ତା ନିଷ୍କଳଙ୍କ ପ୍ରେମ ଓ ଜୀବନର ତ୍ୟାଗକୁ ! ରାତିବଢୁଥିଲା ଉଛୁଳା ନଈଟିଏ...
ଉଡ଼ି ଯାଉଥିବା ବାଇୟା ବସା; କାଇଁ ସେ ନିରୁତା ପ୍ରୟାସ କରେ ପବନ ବେଗରେ ଧାଇଁ ଯାଇ ଧରି ରଖିବାକୁ ସତରେ ତା’ର ମୋ ଉପରେ କେତେ ଭରସା ।
ସମସ୍ତେ ବିଭିନ୍ନ ସମୟରେ ମତେ ଭାବପ୍ରବଣ କରି, ବିଭିନ୍ନ ଉପାୟରେ ଠକି ଚାଲିଲେ, ମୁଁ କିନ୍ତୁ ଛଳନା କୁ ବୁଝି ପରିଲିନି ।
ତୁମେ ସିନା ମୋ ସ୍ୱପ୍ନ ରାଇଜର ରାଜକୁମାରୀ ସାଜି ମୋ ସବୁଜ ଗାଲିଚାରେ ଗୋଲାପ ହୋଇ ଫୁଟିଥିଲ, ମୁଁ ଯେ ତୁମ ଦାଣ୍ଡ ଅଗଣାରେ ଟଗର ଫୁଲଟିଏ ହୋଇ ଫୁଟିଥିବି...
କଳଙ୍କର ବୋଝ ବହୁଛି ସାଥିରେ କଳଙ୍କିନୀ ଗୋଟେ ହୋଇ ଦୁନିଆଁ କହୁଛି କଳଙ୍କିନୀ ବୋଲି ପାରୁନାହିଁ ଜମା ସହି ।
ଭାଷା ଓ ସାହିତ୍ୟକୁ ବଞ୍ଚେଇରଖିଲେ ହିଁ ଜାତି ଆଉ ସମାଜର ସଂଜ୍ଞା ଜୀବିତ ରହିବ । ଭାଷା, ସାହିତ୍ୟ ହଜିଗଲେ ଜାତିର ଗର୍ବ ଗୌରବ ଲୁଚିଯିବ । ଏଥିପାଇଁ ସମସ୍ତେ...
ମହାନଦୀ ଶୁଷ୍କ ହୋଇଗଲେ ଓଡିଶାବାସୀଙ୍କର ଜୀବନ ବିପନ୍ନ ହୋଇଉଠିବ ତଥା ଓଡିଶାର ପ୍ରଗତୀ ଓ ସମୃଦ୍ଧିରେ ବାଧା ଓ ପ୍ରତିବନ୍ଧକ ମାନ ସୃଷ୍ଟି ହେବ ।
ଗଣତନ୍ତ୍ରର ପବିତ୍ରତା ରକ୍ଷାକରି କାହାରି ଅର୍ଥବଳ, ବାହୁବଳ, ପ୍ରତିଶୃତି, ପ୍ରଲୋଭନ ତଥା ଧମକ ଚମକରେ ପ୍ରଭାବିତ ନ ହୋଇ ନିର୍ଭୀକ ମତଦେଇ ଭୋଟଦାନ କାର୍ଯ୍ୟରେ ସାମିଲ ହେବା ।
ଦୁନିଆ ଦସ୍ତୁର ସଦା ପ୍ରଚଳିତ ଅନୁକମ୍ପା ନାହିଁ ଆମରି ସହିତ ସନ୍ଦେହ ଚକ୍ଷୁରେ ପରମାଦ ଗଣି ପରତେ ନଯିବେ ଆମ କଥା ଶୁଣି ।
ପୁନେଇ ଜହ୍ନ ପରି ମୁହଁ ମଝିରେ ଶୁଆଥଣ୍ଟିଆ ନାକ ଅଣ୍ଟା ତଳକୁ ଲମ୍ବିଛି କଳାନାଗପରି ଗୋଛାଏ ଚୁଟି ନଖିଆର ଆଖିକୁ ମାସେହେବ ନିଦନାହିଁ
ଆପଣଙ୍କ ମତାମତ