ଏଇ ସେ ହସୁଛି ଓ଼ଷ୍ଠ ଥରାଇ ଭୁବନମୋହିନୀ ରସେ , ଏଇ ସେ ନାଚୁଛି ନୂପୁରର ତାଳେ ଅଭିସାରିକାର ବେଶେ ।
ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ, ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ, ବେଳେବେଳେ ଆବାକ୍ ରହିଯାଉଥିଲି ମୁଁ, ତୋ...
ରାଣୀ ଚାରିପଟେ ଘେରି ରହିଥାନ୍ତି ଚକ୍ ମକ୍ କେତେ ସଖି... କଳା ଟୋପା ସାଜେ ନଜର ଟିକିକା ସିଏ ପରା ଚନ୍ଦ୍ରମୁଖି !
କୃତଘ୍ନ ଚୀନ୍ କୃତଜ୍ଞତା ପ୍ରକାଶ କରିବା ବଦଳରେ ୧୯୫୦ରେ ତା'ର ଲାଲ୍ବାହିନୀ ପଠାଇ ତିବ୍ବତ୍ ଅଞ୍ଚଳକୁ ନିଜ ଅଧିକାରକୁ ନେଲା ।
ମୁଁ କଣ ସମୟର ଅଧୀନ ଯେ କାଳକ୍ରମେ ତମେ ହଜିଯିବ ମୋ ଆକାଶରୁ !
ଏବେ ବଢିଲା ବୟସରେ, ଅଜ୍ଞ ମୁଁ , ମନେ ପକାଇ ବୁଝିପାରେ- ତାକୁ ରୁଚେନି ଯାହା ଆମର ପସନ୍ଦ । ଠିକ୍ ଯେମିତି ତରଳ ପଦାର୍ଥ ପସନ୍ଦ ତା' ରୂପ...
ଏବେ ଆଜିର ବିଶ୍ୱ ମାନଚିତ୍ରରେ ଆମଭାରତକୁ ଗୋଟିଏ ଉନ୍ନତଦେଶ ବୋଲି ପ୍ରତିଷ୍ଠା କରିବା ପୂର୍ବରୁ ପ୍ରଥମେ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଏହି ଖାଦ୍ୟ ସୁରକ୍ଷା ଆଇନିରେ ଅନ୍ତର୍ଭୁକ୍ତ କରି ସୁଷମ...
ଭସେଇ ଥିବା ସ୍ମୃତି କାଗଜ ଡଙ୍ଗା ଅଧା ବାଟେ କାହିଁ ବୁଡ଼େଇ ଦେଲ
ନଈକୂଳେ କଦମ୍ବ ମୂଳେ ଏବେ ମୁଁ ନିର୍ଦ୍ବନ୍ଦରେ ତମ ସହ ଖୁବ ବେଶୀ ବୁଲାବୁଲି କରେ ।
ଅନ୍ୟ ଜଣକୁ ଖୁବ୍ ଭଲକରି ବୁଝିବା ପାଇଁ ବୟସର ପରିପକ୍ୱତା ଆମର ଆସିନି । ତେଣୁ ମୋର ଉତ୍ତର ନାଁ
ଆପଣଙ୍କ ମତାମତ