ସରିଲା କୁମାର ପୂନେଇ ପର୍ବ, କୁଆଁରୀ କନିଆ ଗେଲ ଗରବ । ଶରତ ଋତୁର ଅନ୍ତ, ଆସିଲା ଧରାକୁ ହେମାଳେ ମଣ୍ଡନ କରିବ ଋତୁ ହେମନ୍ତ ।୧।
ସମୟର ସୁଅ ପରି ସକାଳରୁ ହୁଏ ମଧ୍ୟାହ୍ନ, ସତେ ଅବା ଯୌବନର ଉଦ୍ଦାମତା, ଅସାଧ୍ୟକୁ ସାଧନ କରିବାର ପରିପୂର୍ଣ୍ଣ ଆତ୍ମବିଶ୍ୱାସ ।
ସମସ୍ତଙ୍କ ହୃଦୟକୁ କରିଛି ଅକ୍ତିଆର ସେଥିପାଇଁ ଅପୂର୍ଣ୍ଣତା କୁ କର ସ୍ୱାଗତ ,
ତୁମେ ଜୀବନର ଏକଇ କାମ୍ୟ ଚରମ ଆଶ୍ରା ମମ, ନଶ୍ଵର ଏହି ଜୀବନରେ ତୁମେ ଶାଶ୍ୱତ ପ୍ରିୟତମ ।
ଦର୍ପଣ ଆଗରେ ଯେବେ ଛିଡା ହୋଇଲି ନିଜକୁ ରହିଲି ଚାହିଁ । ଦର୍ପଣ ଆଖିରୁ ଲୁହ ଝରିଗଲା ହେଲେ ପୋଛି ମୁଁ ପାରିଲି ନାହିଁ ।
ଆଉ କିଛି ସମୟରେ ସାଇବର୍ କେଫେ୍ଟିର ଚଟାଣରେ ଦୁଇ ଧାର ରକ୍ତ କ୍ୟାବିନ୍ଟି ର କବାଟ ତଳେ ଗଡିଆସୁଥିଲା ।
ଘାଟିଆ ପରି ସେ କରୁଛି ଘଟ କର୍ମ ବିବାହ ଘଟୁଅଛି ତା'ର ଇଙ୍ଗିତେ ଘଟଣାର ପ୍ରବାହ ।। ଉଣା କରି ମାୟା ଜଞ୍ଜାଳ ଭଣ୍ଡି ଉନ୍ମୁକ୍ତ ଭାବ ଉପାୟ ଖୋଜିଲେ...
ସବୁକୁ ଝୁରୁଛି, କେମିତି ପାଇବି ? ତୁମ ପାଇଁ ଯେତେ ପ୍ରେମ, ନିଜେ ପରା ଜଳେଇଛି । ତୁମ ସ୍ମୃତିକୁ ଜୁଇରେ ସଜେଇଛି ।
ତମ ରଙ୍ଗର ଝଲକରେ ମୋ ହଜିବାର ବହୁ ଆଗରୁ ହଜି ସାରିଥିଲା ଚତୁପାର୍ଶ୍ୱସ୍ଥ ଦୃଶ୍ୟସମୂହ ନିଖୁଣ ସ୍ୱପ୍ନର ପ୍ରବଣତାରେ ।
ପ୍ରବାସୀ ଶ୍ରମିକମାନେ କରୋନା ଆରମ୍ଭରୁ ଯେମିତି ଅନ୍ୟରାଜ୍ୟରୁ ନିଜ ଘରକୁ ଆସିବାକୁ ବ୍ୟଗ୍ର ହେଉଥିଲେ, ଏବେ କରୋନା ତା' କାୟା ସବୁଆଡେ ବିସ୍ତାର କରିସାରିଥିଲେ ବି ନିଜ ଜୀବନକୁ ଗୌଣ...
ଆପଣଙ୍କ ମତାମତ