ଦେଉଳ ତ ଥାକ ଥାକ ଇଟା କିମ୍ବା ପଥର ନିର୍ମିତ ଏକ କମନୀୟ ସ୍ଥାପତ୍ୟ ଏକ ଧାର୍ମିକ ଅନୁଚିନ୍ତା ଯେଉଁଠି ପୂଜା ପାଆନ୍ତି ବିଶ୍ୱାସରେ ଜୀବନ୍ୟାସ ପାଇଥିବା ଏକ ମୂର୍ତ୍ତୀ
ସିଗାରେଟ୍ ପ୍ୟାକେଟ କହିଲେ ମୁଁ ବୁଝେ, ଛୋଟ ଏକ କାଗଜର ଘର ଯା ଭିତରେ ଶୋଇଥାନ୍ତି ମୃତ୍ୟୁ ଧାଡି ଧାଡି,
ତୁମେ ତ ଉଦାର, ନିର୍ବିକାର, ଯିଏ ଯାହା ଦିଏ ନିଅ ବୋହି, ଭଲ ମନ୍ଦ ସବୁ କୋଳେ ନିଅ ବାଦ ଅପବାଦ ସହି ।
ମୁଁ ଏକ ଆକ୍ରମଣକାରୀ ଜିନିଷଟା ପୂରାପୂରୀ ତମର
ଛାଡି ଅହଂ ଭାବ କାମନା ଲାଳସା ବଦଳାଇ ନିଜ ମତି ସ୍ନେହ ଶ୍ରଦ୍ଧା ଦେବା ସଭିଙ୍କ ମନରେ ନିଶ୍ଚୟ ମିଳିବ ଶାନ୍ତି ।
କୋଇଲି ସାଥିରେ ବସି ଗୀତ ଗାଉଥାଏ ମୟୂରୀ ସାଥିରେ ଥାଇ ନାଚି ବୁଲୁଥାଏ
ନିଷ୍ଠୁର ସମୟ ନିହାଣ ପରଶେ ଭଗ୍ନ ସେ ସ୍ମୃତି ରାଜି ହେଲେ........ ସେଇ ଶିଳା ଅଛି ଆଉ ଅଛ ତୁମେ ଶିଳ୍ପୀ ଯାଇଛି ହଜି।।
ଆସ ଆସ ନବବର୍ଷ , ଫୁଟାଇ ମୁହଁରେ ହର୍ଷ , ସ୍ୱାଗତ କରିବୁ ଦୀପ ଜାଳି ।
ଏଥର କିନ୍ତୁ ଏକ ନୂଆ ଟିଭିଚ୍ୟାନେଲ୍ ଆର୍ ଭାରତ ଏବଂ ରିପବ୍ଲିକ୍ ଇଣ୍ଡିଆ ସବୁ ଖବର ଛାଡିଛୁଡି ମହାରାଷ୍ଟ୍ର ସରକାର, ମହାରାଷ୍ଟ୍ର ପୋଲିସ୍ ଏବଂ ଡ୍ରଗ୍ ମାଫିଆଙ୍କ ପଛରେ ପଡିଗଲା...
ଘାତକ ପ୍ଲାଟୁନର ସବୁଠାରୁ କୌଶଳୀ ଯୋଦ୍ଧା ଶତ୍ରୁକୁ ନର୍କରେ ପହୁଁଚାଇ ନିଶ୍ୱାସ ନେବ । ଛାଇ ଅବିନାଶର ମୁହଁରେ ଅଭିନୀତ ହେଉଥିବା ଯୁଦ୍ଧକୁ ଦେଖିପାରୁଥିଲା ।
ଆପଣଙ୍କ ମତାମତ