ନୟନୁ ଝରିଲେ ଅଶ୍ରୁ ତା'ର ନାମ ପାଟିରୁ ଗଡ଼ିଲେ ଲାଳ, ଶୌଚ କରିଦେଲେ ହୁଅଇ ଆବିଳ ଦେହରୁ ବହିଲେ ଝାଳ ।
ତୁ ଯଦି ସେତେ ବେଳେ ମୋ କାନକୁ ଧରି ଦି ଚାପୁଡ଼ା ଲାଖାଏଁ ଦେଇଥାନ୍ତୁ ତୋତେ ଆଜି ଏ ଦିନ ଦେଖିବାକୁ ପଡ଼ି ନ ଥାନ୍ତା ।
ଏ ଘନ ରାତିରେ ଅଂଚଳ ଭିଡୁଛୁ ଚିତ୍ତ ଚୋର ଲମ୍ପଟିଆ
କହିକି ପାରିବ କାହିଁକି ହେ ବନ୍ଧୁ ମୋ ଛାତିରେ ଲହରୀ ଉଠେ ପଶ୍ଚିମ ଗଗନେ ସୁରୁଜ ନଇଁଲେ ଛାତିରେ ଛନକା ପଶେ
ଆଉ କେତେ ଦିନ , ତା'ର ସରଳତା, ନିରୀହତା ଆଉ ଦୀନତାର ଭିଟାମାଟି ପରେ ଅହରହ କାଟି ଚାଲୁଥିବ ଜୀବନ ସାହିତ୍ୟର ସ୍ପର୍ଦ୍ଧିତ ନକ୍ସା ;
ଭଗବାନଜୀ ଦାବି କରିଥିଲେ ଯେ ସେ ଏଭଳି ଆଲୋଚନାରେ ଉପସ୍ଥିତ ଥିଲେ ଓ ଏହାର କାରଣ ମଧ୍ୟ ଜଣାଇଥିଲେ । ସିଦ୍ଧାର୍ଥ ଏକ ଫଟୋ ହାତେଇ ପାରିଥିଲେ ଯେଉଁଥିରେ ନେତାଜୀଙ୍କ...
ମାଆଲୋ ତୁ ମୋର କରୁଣାମୟୀ ସ୍ନେହମୟୀ ତୁ ଜନନୀ ଦୀର୍ଘ ବିଶାଳ ଏ ଧରାପୃଷ୍ଟ ରେ ତୋର ସରି କେହି ହେବେନି ।
ଦଳେ ବାହାରି ପଡ଼ନ୍ତି ହିଂସ୍ର ଉଦ୍ଧାମତାକୁ ଆୟୁଧ କରି ତାଙ୍କ ବୁଝିବାରେ କେଉଁ ରାଷ୍ଟ୍ର ହିତରେ କେଉଁ ଈଶ୍ୱର କେଉଁ ଧର୍ମର ଆହ୍ୱାନ କାଳେ ତାଙ୍କୁ ଟାଣିନିଏ ଲୁଟିବାକୁ
ମରଣର ଆର୍ତ୍ତନାଦ ସବୁକିଛି ଚିରି ଦେଉନି । ତୁମ ଚାରିପାଖେ କୁମ୍ଭାର ଘର ନିଆଁ ଜଳୁନି । ତୁମ ଘର ଭିତରକୁ ତୋପର ଗୋଳା କାନ୍ଥ ଭାଙ୍ଗି ପଶି ଆସୁନି...
ଆମ ସମ୍ପର୍କର ନିବିଡତାକୁ ଆଖିରେ ରଖି , ମୁଁ ମୁଖ୍ୟ ଖାତାଟିରେ ଲେଖା ସରିବାପରେ ତାକୁ ବେଞ୍ଚ୍ ତଳେ ଖସେଇ ତା’ ଆଡକୁ ଦେଇଦେଲି । ସେ ଖୁସିରେ ଉତ୍ତର...
ଆପଣଙ୍କ ମତାମତ