ଚାହିଁ ଦେଖ ଗୋ ସଜନୀ ଆସିଛି ମୁଁ ଦେବଦାସ, କୋଳେ ମୋତେ ନିଅ ସଖୀ ଆଗୋ , ମୋ ପାରୁ, ମୋ ଚନ୍ଦ୍ରା ଚାରୁହାସ .....।
କୃଷ୍ଣଙ୍କୁ ଅଭିଶାପରୁ ବଞ୍ଚାଇବାକୁ ଯାଇ ସୁଦାମା ନିଜ ଜୀବନରେ ଦରିଦ୍ରତାକୁ ସ୍ୱୀକାର କରି ନେଇ ଥିଲେ ।
ମୁଁ ପ୍ରାୟ ଦେଖୁଛି କି ତୁ ସବୁବେଳେ ତୋ ମାଆ କୋଳରେ ପଡିରହୁଛୁ । ଏମିତି ସର୍ବଦା ମାଆ କୋଳରେ ଶୋଇ ସୁନିଦ୍ରା ଯିବା ସହିତ ସୁଖକର ସ୍ୱପ୍ନ ଦେଖିପାରିବୁନି...
ଲୋଭ ଉପରେ ନିୟନ୍ତ୍ରଣ ପାଇବା ମୋ ଭଳିଆ ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ । ଆଉ କିଛି ସମୟ ରହିଲେ ହୁଏତ ମୋର ମନ ପରିବର୍ତ୍ତନ ହେଇ ଯାଇପାରେ...
ଦେଶର ଏହି ସଚ୍ଚା ସେବକଙ୍କୁ ମଧ୍ୟ ଜନତାଙ୍କୁ ଧୋକା ଦେଇ ଦେଶର ବିଭାଜନ କରିବାର ଅଧିକାର ନାହିଁ ।
ବୋହୂ କହୁଥିଲା ଟଙ୍କା ବାକି ଅଛି ବୋଲି ସବୁଦିନ ମାଗିବାକୁ ଆସୁଛି, ହେଲେ ! ବୁଲୁଆ ସହିତ ତା' ବୋହୂର ଚୋରା ପୀରତି ଚାଲିଛି ଏ କଥା ବୁଢୀକୁ ଅଛପା...
ମରି ଯାଉଛି ପ୍ରେମ, ଆତ୍ମୀୟତା, ବନ୍ଧୁତ୍ବ, ସୌହାର୍ଦ୍ଦ୍ୟର ସ୍ନେହାବୀଳ ଶବ୍ଦ ଆଧୁନିକତାର ବିଶାଳ ଦୁର୍ଗରେ, ସମାଧିସ୍ଥ ହୁଏ ସମ୍ପର୍କର ଅବ୍ଦ ।
ଛାପ ସ୍ପଷ୍ଟ ଦିଶେ- ଜଣେ ସ୍ଵାଧୀନତା ସଂଗ୍ରାମୀର ।
ତୁମ ପରିବାର ନିତିପ୍ରତିଦିନ ତୁମ ଉପସ୍ଥିତି ଖୋଜେ ତୁମ ଉପଦେଶ ଅନୁପସ୍ଥିତିକୁ ପ୍ରତି ନିଷ୍ପତିରେ ଝୁରେ
ଦରିଆର ଜୁଆର କୁ ବସି ମୁଁ ଗଣୁଛି ଜୁଆର ଦରିଆର ପ୍ରେମେ ବନ୍ଧା ଅଛି, ତୋ ଆଖି ଚାହାଣି ପ୍ରିୟା ମନର ଭାଷା କହିଲୁ ନି ଖୋଲି କଲୁ ଲୋ...
ଆପଣଙ୍କ ମତାମତ