ଅଳସ ଭାଙ୍ଗୁଚି ଟୋପେ ନାଲି ଚା’ ।
ଆମ୍ଭମାନଙ୍କ ଭିତରୁ ଜଣେ ଚିତ୍କାର କରି କହିଲା କି ଏଇଟା ଓଡ଼ିଆଟାରେ ଏବଂ ସେହି ବ୍ୟକ୍ତିର ଗାଲରେ ଠୋ ଠୋ ଦୁଇ ଚାପୁଡ଼ା ବସାଇଲା ।
ଆଗ ପରି ଆଉ ନାହିଁ ବେଶି ଡେରି ହୋଇନାହିଁ । ଆସ ପୁଣି ଥରେ ଗଢ଼ି ତୋଳି ଦେବା ଆଗ ପଛ ଭାବି ନେଇ ।।
ଗୋଧୂଳି ଯାଇ ସଂଜ ହେଲା ରାତି ଲୁଚେଇଦେଲା କୃଷ୍ଣଚୂଡ଼ାର ରଙ୍ଗ ତୁ ଫେରି ନ ଥିଲୁ ମାଡ଼ି ମାଡ଼ି ପଡ଼ୁଥିଲା ସଂଜର ଶୁନ୍ୟତା ତୋ ବାଟକୁ ଅନେଇ ସ୍ଥିର ହେଇଯାଇଥିଲେ...
ସହସା ବଜ୍ରାଘାତ ପ୍ରାୟ ବିକଟାଳ ଗର୍ଜନ କରି ମାଡ଼ି ଆସିଲା ଅଦୃଶ୍ୟ ରକ୍ତ ପିପାସୁ ରାକ୍ଷସ। ଆଖି ପିଛୁଳାକେ ଶୋଷି ଦେଇଗଲା ଶତାଧିକ ଯାତ୍ରୀଙ୍କ ରକ୍ତ ଦଳିଦେଲା ଭାବି ଶୁଖିଲା...
ଆଜିବି ସେମିତି ମୋଡୁଛନ୍ତି ନିଷ, କୁହନ୍ତି ନିଜକୁ ମଣିଷ ହେଲେ ମଣିଷ ପଣିଆ ମାରି ଯାଇଛି। ଅନ୍ୟାୟ ଅନିତି ସବୁ ଦେଖି ତଥାପି ମୁଁ ନୀରବେ ରହିଛି କାରଣ "କହିଲେ...
ତମ ଚାହାଣି ଓ ଜବା ଓଠ ହସ ମୋ ପାଇଁ ଯାତନା ଖାଲି
ଆମ ସମାଜରେ ଉପରକୁ ଯିବାକୁ ହେଲେ ଇଂରାଜୀ ସ୍କୁଲ ଯିବାକୁ ପଡିବ । ସମୂହ ହିତ ଅପେକ୍ଷ୍ୟା ନିଜ ହିତ କୁ ଆଗରେ ରଖିବାକୁ ପଡିବ । ଆଦର୍ଶରୁ ହଟିବାକୁ...
ପିଲା ଦି'ଜଣ ସମ୍ଭ୍ରାନ୍ତ ପରିବାରର ଜଣା ପଡୁଥିଲେ ହେଁ ଏ ବୟସରେ ପୁଣି ରେଳ ଷ୍ଟେସନ୍ରେ ଫୁଲ ବିକ୍ରୟ କରିବା ଦେଖି ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
ଗୀତା ଭାଗବତ ବେଦାନ୍ତ ପୂରାଣ ଆୟୁର୍ବେଦ ଏଠୁ ଜାତ, ଏହିଠାରେ ଜନ୍ମ ମଧୁସୂଦନ, ସୁବାଷ ଚାଣକ୍ୟ ବ୍ୟାସ ସୁଶ୍ରୁତ ।
ଆପଣଙ୍କ ମତାମତ