ଜୀବନରେ...... କିଛି ପାଇବାକୁ ହେଲେ କିଛି ହରାଇବାକୁ ହୁଏ ଜୀବନର ରାସ୍ତା ଅତିକ୍ରମ କରିବା , ଏତେବି ସହଜ ନୁହେଁ ।
ବାଇଶି ଇଞ୍ଚିଆ ଟିଭି ଖୋଲି ନେଟଫ୍ଲିକ୍ସ ସମୁଦ୍ରରେ ଫିଲ୍ମ ଗୋଟେ ଆଶାରେ ବୁଡିଗଲେ । କିନ୍ତୁ ବାରମ୍ବାର ରିମୋଟ ଖେଞ୍ଚିଲେ ଗୋଟିଏ ଫିଲ୍ମରୁ ଅନ୍ୟକୁ ।
ଏମିତି ତ ପାଦ ତଳୁ ଖସି ଯାଏ ମାଟି ତଥାପି ଜାବୋଡି ଧରିବାକୁ ପଡେ ନିଜକୁ ସାଉଁଟି ନେଇ, ଭଗ୍ନତାରୁ ଉଠି ।
ଦେଖିଲୁ ତ ନୟନତାରା ! ମୁଁ କହିଥିଲି ମୋ ବେଳରେ ହିଁ ପକ୍କା ଘରଟିଏ କରାଇଦେବି । ତୋତେ କଥା ଦେଇଥିଲି ନା ନାହିଁ ! ଦେଖ୍, ଆଜି ଖୋଦ୍...
ଦିଶେ ନାହିଁ ତୁମ ଖୋଲା ପିଠି ଓଠ ତଳେ ଛୋଟ କଳାଯାଇ ଶୁଭେନାହିଁ ପାଉଁଜିର ଶବ୍ଦ ଆଉ ତୁମ ଖିଲି ଖିଲି ହସ ପାଏ ନାହିଁ ପ୍ରେମ କି ପରଷ...
ଉତ୍ତମ ବନ୍ଧୁଟି ଜୀବନରେ ଥିଲେ ଶାନ୍ତି ହୃଦୟରେ ବସେ ଏହି ସଂସାରରେ ମିଷ୍ଟଭାଷିଜନ ବଚନରେ ଶାନ୍ତି ବିଞ୍ଚେ ।।
ଏବେ ତ ସଂସାର ର ଅମୃତ ପରଶ ବିଷ ପାଲଟିଛି ମାୟାମୟ ମମତାର ଯାଦୁକାରୀ ମାୟାରେ ସବୁ ଓଲଟ ପାଲଟ ହେଉଛି ।
ତୁମେ ଅଛ ମୋ ସମୀପେ ମୁଁ ତୁମ ନୟନେ ନୟନେ ବୁଡି ଯାଇ ମିଶେ ତୁମରି ସ୍ପନ୍ଦନେ ।
ଏଇଟା ହିଁ ସୃଷ୍ଟିର ନିୟମ, ସ୍ଵୟଂ ଉଦାହରଣ ରାଧାକୃଷ୍ଣଙ୍କ ପ୍ରେମ ।
ଆପଣଙ୍କ ମତାମତ