ଯୌବନେ ପ୍ରଣୟ ଗୀତା ର ପଙ୍କ୍ତି ଜପି ରସ କବିତା ରେ ତାର ଛାନ୍ଦ ଯାଏ ଛାପି
ତମେ ଦୁର ଆକାଶର ତାରା, ତମ କିରଣରେ ଚମକୁଥିବା ଜଳତରଙ୍ଗ ରାତି ସମୁଦ୍ରରେ ଏଠି, ମୁଁ ଭାସୁଛି, ଏକ ଅସ୍ପଷ୍ଟ ଅନ୍ଧାରଟେ ପରି ନିଜ ନିଶ୍ୱାସ ଗଣୁଛି ।
ଜୀବନ ଥିଲେ ମୃତ୍ୟୁ ରହିଛି । କିନ୍ତୁ ସେ ମୃତ୍ୟୁପଥ ବି କୁସୁମିତ ହେବା ଆବଶ୍ୟକ । ଏତେ କଠୋର ନିର୍ମମ ନହୋଇ ଶାନ୍ତ ଶୀତଳ ହେବା ଜରୁରୀ ।
ଜ୍ଞାନାଭାବ ହେତୁ ମଣିଷ ପ୍ରକୃତିର ଗୁଣବତ୍ତା ବୁଝିବାକୁ ଅଯୋଗ୍ୟ ।
ସାଦୁଲ୍ଲା ୧୯୪୧ମସିହାରେ ଏକ ଭୂମି ବାସସ୍ଥାପନ ନୀତି ନେଇଆସିଥିଲେ, ଯାହା ପୂର୍ବ ବଙ୍ଗରୁ ଆସିଥିବା ପ୍ରବାସୀ (ମୁସଲିମ୍) ମାନଙ୍କୁ ଆସାମକୁ ଆସି ବାସସ୍ଥାପନ କରିପାରିବେ ବୋଲି ଅନୁମତି ଦେଲା ଏବଂ...
ହାୟ ! ମୁଁ ବି ଏମିତି କିଛି କରିପାରିଥାନ୍ତି, ଯାହା ଦ୍ୱାରା ଲୋକେ ମୋ ନାମ ସମ୍ମାନ ସହିତ ନେବେ।
ତୁମେ ପାଶ୍ଚାତ୍ୟ ସଂସ୍କୃତି ପଛେ ଧାଇଁ ଥିଲ ମୁଁ ତ ଗାଉଁଲି ସଭ୍ୟତା ପଛରେ ତୁମେ ଶୋଷଣ କରିକି ଅଗ୍ରଗତି କର ମୁଁ ତ ପ୍ରାଣ ଦିଏ ମାତୃ ସେବାରେ।
ଖୋଜିବନି ମୋ ବାହୁର ଉଷ୍ମ ଆଲିଙ୍ଗନ କି... ଖୋଜିବନି ମୋ ଅଙ୍ଗୁଳିର କୁହୁକ ସ୍ପର୍ଶ !!!
ହଁ ତୁମେ ତୁମ କର୍ତ୍ତବ୍ୟ କରୁଛ ସତରେ କ'ଣ ଏତେ ବ୍ୟସ୍ତ ମୋ କଥା ଭୁଲି ଯାଉଛ।
ଯଦି ଆପଣ ହଁ କହିବେ ତେବେ ଆପଣ ଜଣେ ମଣିଷ ନୁହଁନ୍ତି ଜଣେ ସାକ୍ଷାତ ପଶୁ ।
ଆପଣଙ୍କ ମତାମତ