ମୁଁ ଆଉ ତୋ ବାପା ଆଜି ବହୁତ ଖୁସି ରାମ୍ ତୁ ଏମିତି ଆଗେଇ ଚାଲେ ଆଗକୁ ଆଗକୁ ....
ଏକ ରୋଗୀ ପାଇଁ ଗୋଟିଏ ୟୁନିଟ୍ ରକ୍ତ ଅନେକ ସମୟରେ ଜୀବନ ବଞ୍ଚାଇପାରେ । ସମୟରେ କରାଯାଇଥିବା ସିଟି ସ୍କାନ ଡାକ୍ତରଙ୍କୁ ସଠିକ୍ ଚିକିତ୍ସା କରିବାର ସୁଯୋଗ ଦିଏ ।...
କେବେ ପ୍ରେମପତ୍ର କେବେ ତ କବିତା ଲାଲୀମା ର ପୃଷ୍ଠା ତଳେ କେବେ ଯେ ଗଣିତ କେବେ ଇତିହାସ କାଗଜର ଅନ୍ତରାଳେ
ତୋ ପ୍ରେମ ଟିକେ ନିଆରା, ନା ତାହାର ଆରମ୍ଭ ଅଛି, ନା କେବେ ଅନ୍ତ, ସିଏ ତ ଚାଲିଥିବା ଏମିତି ଏକ ବାଟ ଯେଉଁଠି ପ୍ରତିଟି ମୁହୂର୍ତ୍ତ ଗୋଟେ ନୂଆ...
ଅନେକ ଚେଷ୍ଟା କଲି ଭୁଲିଯିବାକୁ, ମନ ଆଇନା ପୋଛିଦେବାକୁ ହେଲେ ସବୁ ପୁରୁଣା ଦାଗ ତ ଲିଭେଇ ପାରେନା
ନା କେବେ ତୁମେ ତୁମ ଭଲପାଇବାକୁ ଦୁନିଆ ଆଗରେ ଦେଖାଇବାକୁ ଚାହିଁଛ, ନା କେବେ ନିଜ ତ୍ୟାଗର ହିସାବ ରଖିଛ ।
ରାଧା କୃଷ୍ଣଙ୍କ ପ୍ରେମ ବନ୍ଧନ ଚିର ଅମର !
ଜୀବନର ଏଇ ପୀଡା ଆଉ କେତେ ସହିବି ମୁଁ? କଷ୍ଟ-ଦୁଃଖର ଏଇ ଛବି ଆଉ କେତେ ଦେଖିବି ମୁଁ?
ରାଜଧାନୀରେ ରାତି ନଥାଏ, ନଥାଏ ନିଜର ପର, କେହି ଜଣେ ଝୁଣ୍ଟି ପଡ଼ିଲେ ଓଃ କହିବାକୁ ନଥାନ୍ତି କେହି ତାର,
କି ଲୋଡ଼ିବି ଧନ, କି ଲୋଡିବି ମାନ ଗୁରୁପାଦ ନଦୀରେ କରିବି ସ୍ନାନ...
ଆପଣଙ୍କ ମତାମତ