କେଉଁଠି ଅଛ ତୁମେ କାହିଁକି ମୋ ସାଥିରେ ଖେଳ ଲୁଚକାଳି ।
କ'ଣ ଭାବୁଛ ତୁମେ ମୋ ଯୋଜନା ଉପରେ ସୁଖୀ ରଖିବି ତୁମକୁ, ବିଶ୍ୱାସ କର ମୋତେ
ତଳେ ମାଟି ଉପରେ ଆକାଶ ସଭିଙ୍କର ଅଛି ମୋର ବି , ଜୀବନେ ଇଚ୍ଛା ପୁଣି ଅବଶୋଷ ସଭିଙ୍କର ଅଛି ମୋର ବି ।
ସ୍ୱାଧୀନତା ଆମ ଜନ୍ମ ଅଧିକାର ଏ କଥା ଶୁଣିବାକୁ ଭଲ ଲାଗେ କିନ୍ତୁ ପରାଧୀନ ନ ହେଲେ ଏ କଥା ର ମୂଲ୍ୟ ବୁଝା ପଡେ ନାହିଁ
କେମିତି ଅର୍ପିବି ବସ୍ତ୍ର ତୋହରି ଅଂଗରେ ଦେହ ଢାଂକିବାକୁ ନାହିଁ ଫୁଙ୍ଗୁଳା ଭାଗ୍ୟରେ ନୁଖୁରା ଚୁଟିକୁ ତେଲ ହିଁ ସପନ ତୋ' ଦେହ ଲାଗି କୁଂକୁମ ଚନ୍ଦନ, ନୁହେଁ କି...
ମାଆ ମନାସିଲା ପୁଅ ମୋର ଗଲେ ବିଦେଶକୁ ହେବ ଭଲ । ପଇସା କଉଡ଼ି ଅଭାବ ହେବନି ନାତିକୁ କରିବ ଗେଲ ।।
ତାଙ୍କୁ ଦେଖି ଦୁର୍ଘଟଣା ହୁଅନ୍ତି କେତେ ଯେ ବାଟୋଇ ଷ୍ଟାଇଲ୍ରେ କଥାବାର୍ତା କରନ୍ତି ଦେଖେଇ ହୋଇ ପାଠୋଇ ବଡ ଅଜବ ତାଙ୍କର ଚାଲିଚଳନ ଆଚାର ବ୍ୟବହାର
ଲାଜକୁ ସଜେଇ ଗହଣା ଟିଏ ଯେବେ ସେ ମୋ ସାମ୍ନାରେ ଛିଡାହୋଇଯାଏ ମୋ ମନର ଯେତେ ସବୁ ରାଗ ରୋଷ ତା ଲାଜ ସାମ୍ନାରେ ହାରିଯାଏ ।।(୨)
ଭଣ୍ଢେଇ ଖାଏ ଯେ ମିଛରେ, ସଭିଏଁ ପ୍ରଶଂସା କରନ୍ତି ତାହାର ଗୋଡେଇ ବୁଲନ୍ତି ପଛରେ ।।୨।।
ଚାହିଁଛି ତା ପଥ, କଥା ଦେଇ ଥିଲା, ଆସିବ ନିଦାଘ ଶେଷେ, କଳା ବାଦଲର ଶାଢିରେ ଶଜାଇ ଲାଜୁକି ପ୍ରିୟା ମୋ, ନହୁଲି ବଧୁର ବେଶେ ।
ଆପଣଙ୍କ ମତାମତ