ମୋ ଭିଟାମାଟିର ... ବୁନିଆଦି ପରେ କାହିଁ ? କେବେଠାରୁ ବସା ବାନ୍ଧି ରହିଅଛି ଦୀନ ଦରିଦ୍ର-ୠତୁ !
ମୋ ଦେହ ଆଉ ରହେ ନାହିଁ ଦେହ ହୋଇ ହୋଇଯାଏ ମାଟି ସମଗ୍ର ଶ୍ରାବଣକୁ ଶୋଷିନିଏ ନିଜ ଭିତରକୁ ସାଇତି ରଖେ ତା' ବତୁରାପଣକୁ ।
ନାରୀର ଅନ୍ୟନାମ ଦୁଃଖ ତା ଲୁହ ଗୋଟେଇଲେ ନଈ ତା କଥା ଶୁଣିଲେ ମହାକାବ୍ୟ ସେ ନିଜେ ବିଚ୍ଛୁରିତ ଆଗ୍ନେୟ ଲାଭା ସାହସର ଦୁର୍ନିବାର ଇଚ୍ଛା କର୍ତ୍ତବ୍ୟର ବେଗମାନ ଯାନ...
ପ୍ରିୟା ମୋ କବିତା ପାଥେୟତା ମାଟି ଓ ମଣିଷ ସତ୍ୟ ସାଧନାର ପଥେ ସମୟ ତା ସାଥୀ ଲକ୍ଷ୍ୟ ତା'ର ଇତିହୀନ ଯାତ୍ରା ।
କେତେବେଳେ ପେଟକରି କି କେତେବେଳେ ପିଠି କରି ପରିକ୍ରମାର ଅସ୍ତବ୍ୟସ୍ତ ଗ୍ରହ ମାନେ ସୂର୍ଯ୍ୟର ଚାରିକଡେ ଅଭିଆଡ଼ି ଫୁଲର ପରିଚୟ ବଦଳିଯାଏ ଠାକୁରଙ୍କ ମୁଣ୍ଡରେ ବି
ଭଉଣୀଟେ ପରି କାଲି କାଲି ଚାଲି ଶିଖିଥିବା କୁନି ଝିଅଟେ ସବୁ ମଣିଷଙ୍କୁ ଆପଣାର କରିନିଏ
କୁଟା କାଠିର ଘରଟିରେ ମଝି ଖୁଣ୍ଟ ପରି ଅବା ବୁଢା ବରଗଛଟିଏ ପରି ମୋ ଆଖି ଉଠିଲା ଦିନରୁ ଦେଖୁଛି ତାଙ୍କୁ ।
ଛାପିଦିଏ ସବୁ ସମ୍ଭାବନା ଶବ୍ଦ ସବୁ ବରଫ ପାଲଟେ ସପନର ଇଲାକାରେ ଛୁଇଁ ଯାଉଥିବା ଅସମାପ୍ତ ସ୍ଵରର
ସବୁବେଳେ ସମୟ ଲେଖେ ଆମ ଜୀବନ ଧାରାର ଚିତ୍ରପଟ ଆମେ ଖାଲି ଅଭିନୟ କରୁ ଭଲ ହେଲେ ହସି ଦେଉ ନ ହେଲେ ମନେ ହୁଏ କଷ୍ଟ ।
ଗ୍ରାମ୍ୟ ବାଳିକାର ମଞ୍ଜୁଆତି ହାତ ଚିହ୍ନ ପରି ଚହଲା ପାଣିରେ ଚହଲୁଥାଏ ଆକାଶିଆ ତାରା , ଜ୍ୟୋତ୍ସ୍ନାର ରୂପେଲି ବର୍ଣ୍ଣେ ବିଭାସିତ ଦରିଆର ଜଳ, ମାଝିର ଆଖିରେ ତୋଳେ ଆଶାର...
ଆପଣଙ୍କ ମତାମତ