ତୁମରି ଟିକିଏ ହସର, ସାତ ରଙ୍ଗି ଇନ୍ଦ୍ରଧନୁ ଛଟା, ରଙ୍ଗ ଭରି ଗଲା, ଏଇ ମୋର ନିସଙ୍ଗ ଜୀବନରେ ।
ମାଟିମୋର ପ୍ରୀୟ, ମାଟିମୋର ଶ୍ରେୟ ମାଟିର କୋଳରେ ଖପ୍ ଖପ୍ ଡେଉଁ ଥିବା ମୁଁ ଏକ ଅମାନିଆ ମୋହ ।
ଖରାପ କଥା ଚକମକିଆ ହସିଁ ଖାଇବାର ଲିଆ, ଟଣ୍ଟି ଭିତରେ ସରକଟବା ଆଏଁଖ ହୋବା ଯେ ଠିଆ ।।
ତୁଳସୀ ଚଉରା ମୂଳ ସଞ୍ଜଦୀପ ଆଲୁଅରେ ଆଶୀଷର ଭିକ୍ଷା ମାଗେ ଅମୃତର ଆସ୍ଵାଦନ
କଲମଟିଏ ମୁଁ, ଚିତ୍ରର ମଥାରେ ବିନ୍ଦୁଟିଏ ଦେଇ ତା ମୁଣ୍ଡରେ ଓଢଣୀଟିଏ ଟାଣିଦେଇ ସରୁଧାର ଓଠକୁ ତା ମୁହଁରେ ଥୋଇ ଦେଇ ତାକୁ ବୋହୁ ପରି ସଜେଇ ଦିଏ ।
ସବୁ ନିରାଶାର ଆଶ୍ରାବାଡ଼ି ଏଥର ଜାଣିଥା ପରିତ୍ରାଣ ନାହିଁ ଷଣ୍ଢାଟାକୁ ସିଏ ଦବ ମୋଡି । ଚିଲ ଶାଗୁଣାଙ୍କ ଦରବାରେ ଭାଳେଣି ପଡ଼ିଛି ଏକାଥରେ କିପରି ଟାଣିବା, କିପରି ଖାଇବା...
ନିବୁଜ ଆଖିର, ପତାଦ୍ୱୟ ମଧ୍ୟରେ ସ୍ପର୍ଶ ପାଇବାକୁ ତା'ର ବ୍ୟାକୁଳତା ମନ ଯାହା ନୀରବ, ନିଶ୍ଚଳ କେବେ
ହାତେ ଚଉକର ଘର ଭାଙ୍ଗିବାକୁ ଆସିଲାଣି କେତେଥର କିଏ ପାଣିରେ ବୁଡ଼େଇ ମାରେ ସିଏ କିନ୍ତୁ ଧୂଳିରେ ... ବେଳସୁଁ... କେଉଁ ଛଟକରେ ଆସି ହାତେଇ ନେବ ତମକୁ ପାଇବନି...
ହାତ ହତିଆର ନେଇ ଶେଷ କିନ୍ତୁ ଆଦିମ ଲଢ଼େଇ ମନ ସଂଗେ ମନ ମନ ଓ ବିବେକ ଚିନ୍ତା ଆଉ ଚେତନାର ଦ୍ୱନ୍ଦ୍ୱ ଖାଲି ଦ୍ୱନ୍ଦ୍ୱ କିଏ ହାରେ କିଏ...
ସଜଳ ଦିନଗୁଡ଼ାକ ଜଳଜଳ ନାଚିଲେ ଆଗରେ କେମିତି ରହିହେବ ଆଜିକାଲି ମୁଣ୍ଡ ପୋତି ଅଚିହ୍ନା ଭାବରେ ?
ଆପଣଙ୍କ ମତାମତ