ରାଜା ଥିଲି ମୁହିଁ, ଏବେ ମଧ୍ୟ ରାଜା ତପ୍ତ ରୁଧିରର ଶରୀର ମୋର, ଅସାଧାରଣ ମୁଁ ନୁହେଁ ସାଧାରଣ ମୁଁ ସେହି ପୁରୁଣା କ୍ଷତ୍ରିୟ ବୀର ।
ପ୍ରତି ଅଙ୍ଗ ଦାନ କରେ ମାନବ ସେବାରେ, ଯା ଔଷଧି ଲାଗିଯାଏ ଅସାଧ୍ୟ ରୋଗରେ । ସେ ବୃକ୍ଷ କାନ୍ଦୁଛି ।
ମାଆ କୋଳେ ତୋର ପଡ଼ିଛି ଖାଲିରେ ଛାତିରେ ଛାତିଏ କୋହ, ଫେରିବା ବାଟ ତୋ ଚାହିଁ ସେ ବସିଛି ଆଖିରୁ ଝରାଇ ଲୁହ ।।
ଆଉ ତୁମ ବାକି ହିସବ ତକ ଅସୁଲ କରି ନିଅ ।
ତୁ ତ ମାୟା ନିର୍ମାୟା, ପର ଆପଣା ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ, କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ।
ଘରଣୀ ହାତର ପଖାଳ କଂସାରେ ଥାଏ ସେନେହର ପରଶ ମହମହ ବାସେ ଶାଗ, ବଡ଼ିଚୁରା ଖାଇ ହୁଏ ମନ ହରଷ ।।
ମରଣ, ଜନ୍ମ, ମିଳନ, ବିଚ୍ଛେଦ, ରୋଗ, ବ୍ୟାଧି, କ୍ରୋଧ, ପ୍ରତିଶୋଧ, କେତେ ରଙ୍ଗ ବେରଙ୍ଗ ଖେଳ, ରସାୟନର ପ୍ରୟୋଗଶାଳାରେ ! !
ଆଖିରୁ ତୁମର ଲୁହ ଝରୁ ଥିବ ଭାବି ଭାବି ମୋର କଥା କେମିତି କହିବି ପ୍ରେମ ଯେ ଏମିତି ଅଛିଣ୍ଡା ଅଡୁଆ ସୁତା ।
ମୋ ଛାଇ ନ ହେଲେ ନାହିଁ ତୁମ ଛାଇ ହୋଇ ରହିବାକୁ ଟିକେ ମନ ଖୋଲି ଦିଅ କହି ଏଇ ଅନୁରୋଧ ତୁମ ପାଇଁ ।।
ମଲାମାଟି ଶୁଖିଲା ଓଠରେ ସହସ୍ର ଉଲ୍ଲାସ କଥା କହେ ନିର୍ଜୀବ, ନିଥର ବର୍ଷା ପଡ଼େ, ଫୁଲ ଫୁଟେ ଝରିପଡ଼େ ସାତବର୍ଣ୍ଣି ରଙ୍ଗ !
ଆପଣଙ୍କ ମତାମତ