ପ୍ରିୟା ମୋର ଭାରି ଅଳସି ଶରତ ଆସିଲେ ତରୁଲତା ହୋଇଥାନ୍ତି ଭାରି ସଜେଇ କିନ୍ତୁ ମୋଁ ପ୍ରିୟା ରୂପ ଦେଖି ତରୁଲତା ଯାଏ ଳାଜେଇ ମଳୟ ବୋହିଲେ କାଶତଣ୍ଡି ସଙ୍ଗେ...
ରାଜନୀତି ବୋଲି ଯାହାକୁ କହନ୍ତି, ସେ ଏକ ବିଚିତ୍ର ଖେଳ ।
ନିଃସଙ୍ଗ ଜୀବନ ମୋର , ନାହିଁ ଯାର ଅନ୍ତ, ଖୋଜୁଅଛି ବନ୍ଧୁ ଟିଏ ମୁଁ ଦୂର ଦିଗନ୍ତ ।
ତାର ପଣତ କାନିରେ ମୋ ମୁହଁ ପୋଛୁ ପୋଛୁ କେତେ ପ୍ରଶ୍ନ କରିଯାନ୍ତା ।
ଝିଅ ମୋର ଖିଲି ଖିଲି ହସି ଦେଲା ଯେତେ ବେଳେ ତାକୁ ମୋ କୋଳର ସାମ୍ରାଜ୍ୟ ମିଳିଲା ।
ସେପାରି ରେ ଥାଇ ଦେଉଥା ପ୍ରେରଣା ନିତି କରିବାକୁ ଭଲ କରମ ।
ତେଣୁ .. ଆସଟିକେ ଭାବିବା ପ୍ରେମ କରିବା କି ନାହିଁ ।
କେମିତି ଦେବତା ପୂଜା ହେବେ ପୁଣି ସାଜିବ କାହାର ଗଭା ଖେଳାଇ କାହାର ଓଠେ ହସଟିଏ ଗାଲରେ ଗୋଲାପି ଆଭା ।
ସେ ଚୂଳ ଉଡୁଥିବ ଏମିତି ହୋଇ ଫରଫର ସତେକି ଅଭାବ ପଡ଼ିଛି ଆମ ଦେଶେ ତେଲର ।
ସାରା ଦିନ ଖଟି ଖଟି ମିଳୁନି ସମୟ ଅଝଟିଆ ଭାରି ଏଇ ତମ ଗେହ୍ଲା ପୁଅ ଲେଖେଇ ଦଉନି ଜମା ଯେତେ ବି କହୁଛି ।।
ଆପଣଙ୍କ ମତାମତ