ଚାଳଘର ସବୁ ପାତାଳି ହେଇଗଲାପରେ ହଜିଲାଦିନ ସ୍ମୃତି ହେଲା ପରେ ଗପ ହେଇ ରହିଗଲା ଚାଳଘର ରଚନା ଖାତାରେ ଉପକାରିତା କି ଅପକାରିତା କଥା ଲେଖା ହେଇ ରହିଯିବ ।
ପୁଷକୁ ପର ଲାଗିବ ବାପାଙ୍କ କାନ୍ଧରେ ଉହୁଁକି ଥାଉ ନ ଥାଉ ସୂରୁଜ ହାପା ନଇଁଥିବେ କ୍ଷେତରେ ।
ଡରୁଥିଲ ପରା ଜନମ ହୋଇଲେ ମୋ ବୋଝ ନ ପାରିବ ସହି ବଡ ଘର ଦେଖି ବାହା ଦେଲେ ପୁଣି ଜଳୁଥିବ ମୋ ଯୂଈ ।।
ସେମିତି କେହି ଜାଗା ମନ୍ଦ ନୁହେଁ କେହି ମଣିଷ ମନ୍ଦ ନୁହଁନ୍ତି ସବୁ ନିର୍ଭର କରେ ନିଜ ଉପରେ ଆଜି ଯାହାକୁ ଛାଡି ଯିବାକୁ ଇଚ୍ଛା ହେଉନି ସିଏ ବି...
ତା ଭିତର ଦେଇ ଧୁଆଁଳିଆ ଲୁହର ବାମ୍ଫରେ ବତୁରା ମୋ ମନ ନିରବ ନିଶ୍ଚଳ ପଡିରହେ - ମୁର୍ଦ୍ଦାରର ଇଚ୍ଛା ପରି
ରାଜା ଥିଲି ମୁହିଁ, ଏବେ ମଧ୍ୟ ରାଜା ତପ୍ତ ରୁଧିରର ଶରୀର ମୋର, ଅସାଧାରଣ ମୁଁ ନୁହେଁ ସାଧାରଣ ମୁଁ ସେହି ପୁରୁଣା କ୍ଷତ୍ରିୟ ବୀର ।
ପ୍ରତି ଅଙ୍ଗ ଦାନ କରେ ମାନବ ସେବାରେ, ଯା ଔଷଧି ଲାଗିଯାଏ ଅସାଧ୍ୟ ରୋଗରେ । ସେ ବୃକ୍ଷ କାନ୍ଦୁଛି ।
ମାଆ କୋଳେ ତୋର ପଡ଼ିଛି ଖାଲିରେ ଛାତିରେ ଛାତିଏ କୋହ, ଫେରିବା ବାଟ ତୋ ଚାହିଁ ସେ ବସିଛି ଆଖିରୁ ଝରାଇ ଲୁହ ।।
ଆଉ ତୁମ ବାକି ହିସବ ତକ ଅସୁଲ କରି ନିଅ ।
ତୁ ତ ମାୟା ନିର୍ମାୟା, ପର ଆପଣା ସ୍ୱାର୍ଥ ନିସ୍ୱାର୍ଥର ଗୋଳିଆ ପାଣିରେ ଉବୁଟୁବୁ, କେବେ ପୁଣି ପାଣି ଭଅଁରରେ ଚକ୍କର କାଟୁଚୁ।
ଆପଣଙ୍କ ମତାମତ