ସପନ ନଉକାରେ ବସି ସରଗକୁ ଛୁଇଁବାକୁ ଚେଷ୍ଟା କର ସପନର ରଙ୍ଗ ନେଇ ମରତକୁ ରଙ୍ଗାୟିତ କର ।
ଅସଂଖ୍ୟ ଦରଦୀ ମଣିଷ ଘେରିଗଲେ ଶିଶୁଟି ପାଖରେ କେହି ଜଣେ ପଚାରି ବସିଲା ତୋ' ମାଆ ଦେଖିବାକୁ କେମିତିରେ ପୁଅ ?
ହସିବାକୁ ଇଚ୍ଛା ମୋର ମୁଁ ତାକୁ ଛପେଇ ଦେଉଛି କାରଣ ତୁମ ହାତରେ ମୁଁ ନିଜ ବିଚାରରେ ବରବାଦୀ ରକ୍ଷା କରିବାକୁ
ଏମିତି ଜୀବନ ଏମିତି ସମୟ କିବା ଲାଭ ଜୀଇଁବାରେ ସୁଖ ତ ନ ଥାଏ ସପନ ନ ଥାଏ ଲାଭ କିବା ଜଳିବାରେ ।
ମା' କୋଳରେ ମୁଣ୍ଡମାଡ଼ି ଶୋଇପଡ଼ିଚି ସାରୀପୁତ୍ତ ଓହ୍ଲେଇ ଯାଇଚି ଝୁଙ୍କେ ପ୍ରବଣତା ଧୂମାୟିତ ଧୂମାଳ-ଇତଃସ୍ତତ ଯୁଦ୍ଧଭୂଇଁ ଏବେ ଶାନ୍ତ ସମାୟିତ ତ୍ରସ୍ତ ସ୍ତବ୍ଧ ଶ୍ରମଣ ନିର୍ବାଣ ମୋକ୍ଷ ମୋହଭଙ୍ଗ ଗୋଟେ...
ମନ୍ଦିରର କୁଣ୍ଡପାଣି ଆରୋଗ୍ୟ କରେ ଭଗତ ଅଧିଆ ପଡ଼ି ବେଢ଼ାରେ ଅସାଧ୍ୟ ହୁଏ ସାଧିତ ।।
ଭାବନାକୁ ସ୍ପର୍ଶ କରୁଛି ତା' ଯୌବନର ରୂପରଙ୍ଗ ଦେହରୁ ଶିହରଣ ନଦୀ ବହି ପ୍ରୀତି ସାଗର ଲଙ୍ଘୁଛି ମନ କହୁଛି. . . କେହି ଜଣେ ଭଲ ଲାଗୁଛି ।
ମହ ମହ ମହକୁଛି ସୋରିଷ ଫୁଲର ମିଠା ବାସ୍ନା ଚହଲୁଛି ନଈପାଣି ଚୁମି ଚୁମି ଯାଏ ନୀଳ ଜ୍ୟୋତ୍ସ୍ନା ତୋର ନୀଳ କଇଁ ଆଖି ଦେଖୁଥିବ ରାତି ରାତି ପଣତର...
ଲୁହ ଯଦି ଯାଏ ଝରି ଦୁଃଖ ତ ଯାଏନା ସରି ତଥାପି ଅବୁଝା ମନ ଦିନରାତି ହୁଏ ଝରି ।
ମାଟି ଆମ ମାଆ ମେଘୁଆ ଆକାଶ ନିଗିଡ଼ି ଯିବକି ସବୁତକ ଲୁହ ଖୋଜୁଛି ସେ ରାହା ।
ଆପଣଙ୍କ ମତାମତ