ତୁମେ ମତେ ସାଉଁଟିଲ, ସଞ୍ଜିବନୀ ଜଳ ସିଞ୍ଚି ତୁମେ ମତେ ଜିଆଁଇଲ ।
ନୀଳ ନୀଳ ସେଇ ନିରବତା ଆଖି ସେ ଆଖିରେ କିଛି ଅକୁହା କଥା, ବର୍ଷା ଛିଟା ସାଥେ ମିଶିଗଲା ପରେ ଲାଗୁଥିଲା ସତେ ଭାରି ମିଠା ।।
ସବୁ ରାତି ସପନରେ ଝରୁଥିବା ଅସରନ୍ତି ଜ୍ୟୋତ୍ସ୍ନାର ନାମ, କିଏ ଦେଲା ପ୍ରେମ. . . !
ତା'ପରେ ଖୋଲିବ ତା'ର ଭାଗ୍ୟ ସୁଧୁରିବ ଏଇ ସମାଜର ଗତି ତିଆରି ହୋଇବ ରାମ ରାଜ୍ୟ ।
ପଦପଦବୀ ଲୁଟିଲା ହୋହାଲ୍ଲା କଲା. . . ବାସ୍ନାହୀନ ଫୁଲରେ ଆସିଲା ନୂଆବର୍ଷ ଆଉ ଶ୍ରଦ୍ଧାହୀନ ମନ ନେଇ କଲବଲ କଲା. . .
ବାଦୁଡ଼ି ଉଡ଼ି ଉଡ଼ି ଖୋଜୁଥିଲା ତା' ଶିକାର ଜୋର୍ ସୋର୍ରେ ଚାଲିଥିଲା ଦୋ'ନମ୍ୱରୀ ବେପାର ନବବଧୂଟା ଯୌତୁକ ରାକ୍ଷସ କବଳରେ କରୁଥିଲା ଚିତ୍କାର ହୁଏତ ସବୁ ଠିକଠାକ୍ ଚାଲିଥିଲା ବିଧି...
ସାରାକାଳ, ଅଭିଯୋଗ, ଅପମାନ ସହଜରେ କହୁଥାନ୍ତି ସବୁ ତୁମର ଏ ପିଲାଖେଳ !
କେତେ ସରଳରେ ବୁଝେଇଥିଲୁ, ଏ ସମାଜର କଠୋର ବାସ୍ତବିକତା, ଜୀବନର ଚଲାପଥ ଦୁର୍ଗମ ଓ କଣ୍ଟକିତ, ତଥାପି ଚାଲିବାକୁ ହେବ, କନ୍ୟା ଶିଶୁ ଯଦି ରତ୍ନ ସମ, ଏ ଜନ୍ମର...
ନ ଥାଉ ଦାନାକନା ଫୋଅନ କିଣୁ ଘନା ଘନା ମୋବାଇଲ୍ ନିଶା ଘାରି ଯାଉଅଛି, ପକେଟ୍କୁ ଥରେ ଅନା ।
ହଜାଇ ଦିଏ, ସିଏ ଭାବନା ଦେହ କି କଲମ, ଖାତା, ଚଷମା, ମିଳିଯାଆନ୍ତି କିଛି, କିନ୍ତୁ ବାକି ରହିଯାଏ ଅନେକ ସ୍ଥାନ, ଆଜି ବି ଭୁଲିଯାଏ, ସାଇତି ରଖିଥିବା ଜିନିଷମାନଙ୍କ...
ଆପଣଙ୍କ ମତାମତ