ମୋ ଜୀବନ ଚଲାବାଟେ ଯାଇଛି ମୁଁ ଆଜି ହାରି ହାରିଲି ମୁଁ ଦୁଃଖ ନାହିଁ ଦୁଃଖ ଖାଲି ତୁମ ପାଇଁ ନିଜର ଭାବି ବିଶ୍ୱାସ କରିଥିଲି ମୁଁ ତୁମକୁ ମିଛ...
ଦିନଟା ଯାକର ଶ୍ରମ ପରେ କ୍ଳାନ୍ତିକୁ ନିଦ ମାଉସୀର କୋଳରେ ଶୁଆଇ ଶାନ୍ତିରେ ନିଶ୍ୱାସ ନିଏ ମାନବ ଜଗତ, ଘଣଘଣ ଗର୍ଜନେ ନିଶା ଗରଜି ଉଠି ସର୍ବସ୍ୱ ଗ୍ରାସ କରେ...
କେମିତି ବୁଝାଇବି କହ ପର୍ବତର ନିରବତା:- ନଈପଠାର ନିର୍ଜନତା କଦମ୍ୱ ମୂଳର ଗମ୍ଭୀରତା କାଶତଣ୍ଡୀର ପ୍ରସନ୍ନତା. . . !
ହୁଙ୍କାର ହାହାକାରର ଲୟ ଭୁଲି ମଣିଷର ଆତ୍ମା ଓ ହୃଦୟ ତାଳରେ ତ୍ରାହି ତ୍ରାହି ସୁରରେ ଗାଇବେ ବାଟଚଲା ଗୀତ ।
ବାତ୍ସଲ୍ୟ ତାମସା. . . ଯୌବନ ରଙ୍ଗ ସାଙ୍ଗ, ସାଥୀ, ଭାଇ, ଭଗାରି ଛନ୍ଦ. . . ମିଛ କ'ଣ ? ଆଉ ସତ ଯେ କେଉଁଠି, ଭିତରେ ଦରାଣ୍ଡି...
ତମେ ରହିବା ନ ରହିବାରେ ଫରକ୍ ପଡ଼ିବନି ଭଲ ପାଇବା, ଝୁରି ହେବାରେ ଅସତ୍ୟ ଲାଗିଲେ ତୁମକୁ ମୋ ପ୍ରେମ ଦୁର୍ବଳ ଧରିନେବ ତମ ସମ୍ପର୍କରେ । ରହିବନି ପାଖେ...
ଶିଶିର ଭିଜା ଶୀତ କଟିଯାଏ ମଳି କୁଟୁ କୁଟୁ ବିଛଣାରେ, ହଜିଯାଏ ସ୍ୱପ୍ନ କାଳରାତ୍ରିର କୁହାଟରେ ।
ଏଇ ଆକାଶରେ ସୂର୍ଯ୍ୟଚନ୍ଦ୍ର ତାରା ଯେତେ ଦିନ ଯାଏ ଥିବ ଯାହା ହେଉ ପଛେ ମଣିଷ ଅନ୍ତରେ ପ୍ରେମ ଗଙ୍ଗା ଝରୁଥିବ ।
ବାଦଲ ଫାଙ୍କରେ ଝରା ଦିଗ୍ବଳୟ ନିର୍ବିକାର ଶାମୁକାର ବିଚିତ୍ର ସଡ଼କ ନକ୍ସା ଆଖିରେ ଅଙ୍କିତ
ନୟନର ବାଡ଼ବନ୍ଧ ଡେଇଁ ବହି ଆସେ ଅଶ୍ରୁ ସ୍ରୋତ, ବାହୁନି ବାହୁନି କାନ୍ଦୁଥିବ, ଓଠ ଦୁଇକୁ ତୁନି କରିବା ଯାଏ ।
ଆପଣଙ୍କ ମତାମତ