ଟିକିଟିକି ଫୁଲ ପରଜାପତି ଗୋଲାପ ମାଳ ପାହାଡ଼ ଝରଣା ବଣ ବଗିଚା କରିବା ଠୁଳ ।୨।
ସ୍ୱଚ୍ଛତା ମୋ ଲକ୍ଷ ମୁହିଁ ଶୋଷେ ସ୍ୱଚ୍ଛ ଜଳ, ମୋର ସ୍ପର୍ଶେ ଉଜ୍ଜିବିତ ଏ ଧରା ବର୍ଣ୍ଣିଳ ।
ସୁନାଲାଖି ବୋହୁପରି ଜହ୍ନ ଯେବେ ଆକାଶେ ଉଇଁଲା ଜୋଛନାର ନୀଳତରଙ୍ଗରେ ପୁଚିଖେଳ ସଂଗୀତର ଆସର ବସିଲା କାଶତଣ୍ଡି ବୁଦା ଉହାଡ଼ରୁ "ଶରତ" ଯେ ଉହୁଙ୍କି ଚାହିଁଲା ।।୩।।
ଯିବା ଆସିବାର ରଫ୍ ଖାତାରେ ଲେଖାଥିବା ହିସାବତଳେ ନାଲିଗାର ପଡ଼ିଥିବା ଦିନଗୁଡ଼ିକ ହିଁ ମୋର ସ୍ମୃତି ସଂକୁଳ ନଈଘାଟ ।
ମୋ ପରି ଭିଖାରୁଣୀର ସାଧ୍ୟ କାଇଁ ଚୁଡ଼ି, ହାର କି ମଥାମଣିରେ ଖଞ୍ଜିବ !
ତୁମେ ଗଲାପରେ ଭଲ ଲାଗେନାହିଁ କାହାରି ପଦଟେ କଥା, ମନର ମଇନା ଖୋଜୁଥାଏ ସଦା ତୁମରି ସ୍ନେହ ମମତା ।
ବତୀଘର ଏବେବି କହେ ସେ ଦିନର କଥା ସେ କାନ୍ଦିଥିଲା ବହୁତ କାନ୍ଦିଥିଲା ତା' ସହ କିନ୍ତୁ ସମୁଦ୍ର, ଆକାଶ, ଜହର୍କି କେହି କାନ୍ଦିଲେନି ।
ସହସ୍ର ସ୍ୱପ୍ନର ମହଲଡ଼େଇଁ କେବେ ପହଞ୍ଚିଲେ ଖୋଲା ବହିଟେ ପରି ଢଳଢଳ ହେଉଥାଏ ଆୟତ ନୟନ, ପୃଷ୍ଠା ପରେ ପୃଷ୍ଠା ପଢ଼ିହୁଏ ନିଶ୍ୱାସରେ ବହୁଦୂରେ ମାୟାର ଅଞ୍ଜନ ।
ତା'ଧୂଳିକୋଳ, କେତେ କୋମଳ, ମୃଦୁପବନ ଶୀତଳ ଜଳ, ଜାତି ଜାତିକା ମଧୁର ଫଳ, ଶରିର ମଧ୍ୟେ ଦେଇଛି ବଳ, ପାହାଡ଼ବଣ, ରଙ୍ଗିନ୍ ଫୁଲ, ମନକୁ ଦିଏ ମୋହିରେ ସେହି ମୋ...
ସ୍ମିତହାସ୍ୟଟିଏ ଫୁଟି ଉଠିଥିଲା ମୋ ମୁହଁରେ ଛବିଟା ବି ଜୀବନ୍ତ ହୋଇ ଉଠିଥିଲା ସେ ଆଖିର ଚମକରେ ଚମକି ଯାଉଥିଲା ଛବିଟା ଆସ୍ତେ ଆସ୍ତେ ମୁଁ ଆଉ ଛବିଟାକୁ ଅନେଇଲିନି
ଆପଣଙ୍କ ମତାମତ