ଜାଣି ମୁଁ ନ ଥିଲି ମିଛେ ଭଲପାଇ ମୋ ସ୍ଵପ୍ନକୁ ଭାଙ୍ଗିଦେବ ଭଙ୍ଗାସ୍ୱପ୍ନେ ଆସି ମୋ ହୃଦୟେ ରହି ଏତେ ଯେ ଯାତନା ଦେବ ।
ଏବେ ଆଉ ଏମିତି ଜାଗା ନାହିଁ ଯୋଉଠି ଆସ୍ୱାଦନ କରିପାରିବି ଜୀବନ ଆହ୍ଲାଦ ଅନାୟାସରେ ।
ଓଡ଼ିଆ ସାହିତ୍ୟ, ଗଳ୍ପ, କବିତା, ପ୍ରବନ୍ଧ, ପର୍ଯ୍ୟଟନ ପୁଣି ଶିଶୁକଥା । ଡି ଢାଉଁ ଢାଉଁ ବାଜା ବଜାଇ, ଜଗାଏ ଆମକୁ କାନ ଫଟାଇ ।
ଲକ୍ଷ ପଡ଼ିଗଲା ଫଳଟି ନାଲି, ଡାଳେ ବସିଗଲା ପଞ୍ଝାକୁ ଖୋଲି ।
ପତର ଝଡ଼ୁଛି ଗୋଟି ଗୋଟି ହୋଇ ଶୀତକୁ ବିଦାୟ ଦେଇ, ଫଗୁଣ ଆସିଛି ପତ୍ର କଅଁଳୁଛି ତୁମ କଥା କହି କହି ।
ଲୋତକେ ପଖାଳି ହୃଦୟର ପ୍ରଗଳ୍ଭତା, ଲେଖନୀରେ ରୂପଦେଲେ ଅପୂର୍ବ କବିତା ।।
ବଞ୍ଚିବା ବେଳର ଭୋଗ ଭାଗ୍ୟ ଯା'ର, ଭାଗ୍ୟବାନ ରୂପେ ଗଣା । ସୁଖ ଶିରୀ ସିନା ସଂସାର ବାସନା, ତୋତେ କି ତାହା ଅଜଣା ।।
ଗୋଟେ "ଦେଶ"ର କଥା ଖାଲି "ଦେଶ" କହିଲେ କ'ଣ ଠିକ୍ ହେବ ଗୋଟେ "ସଭ୍ୟତା"ର କଥା ନା ଗପ ନା କବିତା ନା କଳ୍ପନାର ଗୋଟେ କାହାଣୀ ହେଇଚି ଯେ'...
ଦେଶ କଣ ପ୍ରେମର ଅରଣ୍ୟ ଯେଉଁଠି ମରା ମରା କହୁ କହୁ ରାମ ରାମ ହୁଏ ଉଚ୍ଚାରିତ !
ସେଇଥିପାଇଁ ଏତେ ଖୋଜାଲୋଡ଼ା ଅଣନିଃଶ୍ୱାସୀ ଶବ୍ଦଙ୍କର ଭିଡ଼ ।
ଆପଣଙ୍କ ମତାମତ