ନିଜ ପାଇଁ ନିଜ ଇଚ୍ଛାରେ ନା ମନଖୋଲା ହସି ପାରିଲି, ନା ମୁହଁ ଲୁଚେଇ ନିଜ ପାଇଁ କଇଁ କଇଁ କାନ୍ଦି ପାରିଲି ।
ଦେଶମାତୃକାର ସୁରକ୍ଷା ପାଇଁକି ଏଠି ଯେତେ ବି ଜୀବନ ଯାଇଛି ବୀରପୁଅଟିର ବଳିଦାନ ଦେଖି ତାକୁ ଏଇ ମାଟି ମାଆ କୋଳେଇ ନେଇଛି
ମେଘ ଆକାଶରେ ତୁମ ଛବି କେବେ, ଆଙ୍କିଥିଲି ମନେ ନାହିଁ ।
ବିଜନ ବେଳାର ପ୍ରତିଧ୍ୱନୀ କୁହେ କିଏ ଲାଗ ତାର … ତୁମେ ତୁମେ ତୁମେ....
ଘଟଣା ଦୁର୍ଘଟଣାର ଭିନ୍ନ ଦୁଇ ରୂପ ଜୀବନକୁ ଛୁଏଁ ହୃଦୟକୁ ଘାରେ ଏପରି ବି ହୋଇପାରେ କେବେ କେବେ ଅବିବେକୀତାର ଦ୍ବିଧାହୀନ ପ୍ରୟାସରେ ଅନିଶ୍ଚିତତାର କଳାଛାଇ ଛୁଏଁ କେତେକାଳ ଆଗାମୀ...
ଗୁଣୁ ଗୁଣୁ ଗାୟିକା, ଅସ୍ପଷ୍ଟ ନିହାରିକା ସେ ଅନାମିକା, ସେ ଉପାନ୍ତିକା
ଦୁଃଖକୁ ଲୁଚେଇବାର ପ୍ରୟାସ ସମସ୍ତଙ୍କର, ସବୁସମୟରେ କେହି ବାରିପାରିବେନି ବୋଲି ଆଟିକାଟେ ଘୋଡ଼େଇ ଦିଆଯାଇଥାଏ କୋଣରେ, ସଯତ୍ନରେ
ଚହଟିଆ ଲୋକଙ୍କୁ ସେ କି ଅବା ଦିଶଇ? ଧନ ତାଙ୍କ ଅଛି ଜମା ହୋଟେଲର ପାଇଁ, ଗୁହାରି ଶୁଣ ମୋର ହେ ବିଶ୍ବ ଗୋସାଇଁ ଚକ୍ଷୁ ନ ଦେଖୁ ଏ...
ମନ ର ସେ ଜିଜ୍ଞାସା, ଉଙ୍କି ମାରିଥିବା ପ୍ରଶ୍ନ, କ'ଣ ନିରୁତ୍ତର ହୋଇ ରହିଯିବ?
କାଳେ ତୁମେ ଦେଖୁ ଦେଖୁ ବେହୋସ ହୋଇବ କିଏ ଜାଣେ ତୁମେ କାଳେ ମୋପରି ହୋଇବ ସ୍ୱପ୍ନଭାଙ୍ଗି ବାରମ୍ବାର ନିଦଭରା ସମୁଦ୍ରବେଳାରେ ମନଭାଙ୍ଗି ବିଞ୍ଚୁଥିବ ବାଲିରେ ବାଲିରେ
ଆପଣଙ୍କ ମତାମତ