କିଛି ଅସାଡପଣକୁ ସମୁଦ୍ରରେ ବିସର୍ଜି ଆସିଲି.. ହେଲେ ସମୁଦ୍ର କାଳେ ସବୁ ଫେରାଇଦିଏ ।
ଦୁଇ ହଜାର ଅଠର ଏବେ ଏହା ବର୍ତ୍ତମାନ ଏହାହିଁ ମୂଲ୍ୟବାନ କର ତାର ଜୟଗାନ ଭଲରେ କଟି ଯାଉ ଦିନ ଇତିହାସକୁ ଗଲେବି ମନେ ରହୁ ସବୁଦିନ ।
ସମୁଦ୍ର ଘୁଞ୍ଚି ଯିବା ପରେ ଶାମୁକାର ଖୋଳ ପରି ମୋ ଉଦାସ ଏକାକୀତ୍ୱ ତମ ଅବର୍ତ୍ତମାନରେ
ଗଛ ମୂଳ ଛାଡି ଚୁଲା ବସାଇବା ଜଙ୍ଗଲ ସୁରକ୍ଷା ପାଇଁ ବନସ୍ତ ଅଗ୍ନିର ଭୟାବହ ରୁପ କିଏ ବା ନଜାଣେ ଭାଇ?
ମା ତୋ ହାତେ ଜୀବନ ମୋହର ମୋ ହାତେ କରମ ଫଳ ଜୀବନ ରହିଲେ ମା ତୁ ଅଭୟା ମରଣେ ମୋ ଭାଗ୍ୟ ବଳ ।।
ଆଉ କେଉଁ ପ୍ରତୀକ୍ଷାରେ ହେ ଜନଗଣ, ଅପଲକ ନୟନରେ, ଚାହିଁ ରହିଅଛ, ଦେଖିବାକୁ, ଜଉମୁଦଦିଆ ଭୋଅଟ ଯନ୍ତ୍ରରେ, କିପରି ଫଳୁଅଛି ଜନତା ଜନାର୍ଦ୍ଦନଙ୍କ. . . ବହୁ ପ୍ରତୀକ୍ଷାର ଈପ୍ସିତ...
ତୁମ ବିନା ଲାଗେ, ମୂର୍ଚ୍ଛନା ବିହୀନ ମୋ ସଙ୍ଗୀତ । କୋଇଲି କି ତୋଳିବ ରାଗ, ବାସ୍ନାହୀନ ସବୁ ବସନ୍ତ ।।
ପାହାନ୍ତି ତାରା ଯେତେବେଳେ ଚିକ୍ମିକ୍ କରେ ପଶ୍ଚିମ ଆକାଶରେ ସେତେବେଳେ ଘଟଣାଟି ଘଟେ ।।
ମୋ ଆଖି ଜଳକା ହେଇଯାଉଛି କିଏ ଜଣେ ମୁହଁରେ ପଟି ବାନ୍ଧି ହାତରେ ଛୁରୀ ଧରି ଯମଦୂତ ପରି ଦିଶୁଛି ।
ସେ ଯେବେ ପାହାନ୍ତାରୁ ବିଛଣାରୁ ଉଠି ତା' ଅସଜଡ଼ା କେଶକୁ ଭିଡ଼ି ଧରି ଗଣ୍ଠି ଦିଏ ମୋ ଆଶା, ଆକାଂକ୍ଷା ତାକୁ ନେଇ ଦେଖିଥିବା ସ୍ୱପ୍ନ ସବୁ ଆପଣା ଛାଏଁ...
ଆପଣଙ୍କ ମତାମତ