ସେଇ ଦିନ ମୁଁ ଜାଣି ଗଲି ମଲ୍ଲୀଫୁଲର ଗଜରା ପ୍ରତି ତୁମର କେତେ ଦୁର୍ବଳତା । ଏବେ ବି କେବେ ବଜାର ଗଲେ, ତୁମ କଥା ମନେପଡେ, ପୁଣି କିଣି...
ବସ୍ ତାର ଗଡି ଚାଲିଲା ଆଗକୁ, ଅପଲକ ଆଖିରେ ମୁଁ ଚାହିଁ ରହିଥିଲି, ବସ୍ ଟି ଧିରେ ଧିରେ ମୋ ଆଖିର ପରିଧୀରୁ ବାହାରି ଯାଉଥିଲା ।
ଜନ୍ମ ବେଳେ ମୋ ଦେହର କଳା ରଙ୍ଗ ଦେଖି, ବଡ ଶରଧାରେ ବାପା ମୋ ନାଆ ରଖି ଥିଲେ କୃଷ୍ଣା । ଆଉ ତୁ, ଗୋରା ଚିକିଟା ପିଲାଟେ, ହିନ୍ଦି...
କହିଲେ, ଆରେ ହେଇ, ଏ କଣ କରୁଛୁ ? ଖୋଲନା ସେ ବନ୍ଦ ଝରକାକୁ ।
ଏମିତି ଉଚ୍ଚାରେ ଉଡୁ ଉଡୁ କାଲି ସେ ଯେତେବେଳେ ଥକିଯିବ, କେଉଉଁଠିକୁ ଫେରିବ ସେ ? ଆଜି ସେ ନିଜେ ଅତି ଯତ୍ନରେ ସଜଡା ନିଜର ଛୋଟିଆ ନୀଡଟିକୁ ନିଜ...
ଏସବୁ ଅପୂର୍ବ ସଂଯୋଗ, ଅବା ପରସ୍ପର ପ୍ରତି ପ୍ରେମର ପ୍ରତିଫଳନ ଜାଣି ହୁଏନା କିନ୍ତୁ ଏକଥା ସତ, ସମ୍ପର୍କର ଗଭୀରତା ଜଣେ ଆଉ ଜଣକୁ ଏମିତି ପାଖକୁ ଟାଣି ନିଏ...
ତାର ଛୁଟି ହେବା ପର୍ଯ୍ୟନ୍ତ ସେଇଠି ଅପେକ୍ଷା କରେ । ସେ ଆସିଗଲା ପରେ ଦୁହେଁ କାରରେ ଘର ଅଭିମୁଖେ ବାହାରି ପଡନ୍ତି ।
ନବବର୍ଷ, ଏମିତି କିଛି ବର୍ଷକରେ ଥରେ ଆସୁଥିବା,
ସେଠାରେ ଆମେ ପହଞ୍ଚି ଦେଖୁ ଆମର ସେଇ ଝଙ୍କାଳିଆ ପିଜୁଳି ଗଛ ତଳେ କେତେ ଗୁଡିଏ ଖଣ୍ଡିଆ ପିଜୁଳି ସେମାନଙ୍କର କ୍ଷତାକ୍ତ ନାଲି ପେଟ ଦେଖେଇ ପଡି ଥାଆନ୍ତି,
ତୁମର ଅତୀତ ସହିତ ମୋର କିଛି ଯାଏଆସ ନାହିଁ । ସେ ତୁମର ଅତୀତ ଥିଲା । ସେ ବିଷୟରେ ମୁଁ କିଛି ଜାଣିବାକୁ ଚାହୁଁନି ଏବଂ ଜୀବନରେ କେବେ...
ଆପଣଙ୍କ ମତାମତ