ଅନେକ ଆକାଶ ତଳେ ସେ ଏକା ଏକା ଏକ ଅବୁଝା ସୂର୍ଯୋଦୟ କୋମଳ ରଶ୍ମିରେ ବେଶ୍ କମନୀୟ ତାକୁ କିନ୍ତୁ ଅପେକ୍ଷା କରିଥାଏ ମୋଟେ ସରୁନଥିବା ନିଆଁ ଜରଜର ଏକ...
ଅପେକ୍ଷା... ଏକ ଶେଷହୀନ ସମ୍ମୋହନ-ଆଦିମ ସତ୍ୟକୁ ଅସରନ୍ତି ଶୋଷର ହିଲ୍ଲୋଳ ଚୁମୁଛି ସ୍ଵେଦ ଓ ଶ୍ରମର କେଉଁ ଉହାଡରୁ ।
ସେ କହେ ପ୍ରେମରେ ନଥାଏ ଆଧିପତ୍ଯ ଅହଂକାର ସେ ଭୋଗୁଥିବା ନଖଦନ୍ତ ଦଂଶିତ ରକ୍ତ ନିଗିଡା ଧର୍ଷିତ ମୁହୂର୍ତ୍ତ ଥାଏ ମାଟିକୁ ଚେର ଜାବୁଡି ଧରିଲା ପରି ମଜବୁତପଣ ପାଣି...
ଗଢିବି ସେଇଠି ଭିନ୍ନ ଦୁନିଆଟେ ନୂଆ ସାମିୟାନା ସୁନୀଳ ଆକାଶ ତଳେ ଝରି ପଡୁଥିବ ପ୍ରେମର ବର୍ଷା ଫୁଟି ଲୋଟୁଥିବ ଅଗଣିତ ମୁଖୁଁ ମଧୁର ହସର ଫୁଲ ଜଞ୍ଜାଳ ଥିବ...
କେବେ ବଦଳିବ ଏତେ ଦୀର୍ଘଯାତ୍ରା ପରେ ଆତତାୟୀ ମନ ବୁଦ୍ଧି ଚେତନାର ପରିସର ନିରୁତ୍ତର ନାଚାର ସମୟ... ! !
ଦୁନିଆକୁ ବୁଝିବା ଦିନଠୁଁ ଧାଁ ଦୌଡର ପ୍ରତିଟି ଚରିତ୍ର ସଙ୍ଗେ ମିଳାମିଶା ଦବାନବା ଟଣା ଓଟରାରୁ ପ୍ରାପ୍ତି ଅପ୍ରାପ୍ତର ହିସାବ ନିକାଶ ଖାଲି ରକ୍ତ କ୍ଷରଣ ଛଡ଼ା ଆଉ କ'ଣ...
ବାବାଗିରି ଏକ ବୂଭି ପେସା ବ୍ୟବସାୟ ମଠ, ମନ୍ଦିର, ଆଶ୍ରମ ଗୋଟେ ଗୋଟେ ପୁଣ୍ୟ-ପଣ୍ୟଶାଳା
ହାୟଃରେ..... କିଛି ନିମନ୍ତିତ କିଛି ଅନିମନ୍ତ୍ରିତ ସବୁଠୁଁ ଅନୁଗତ ପ୍ରିୟ ବନ୍ଧୁ ଜୀବଦ୍ଦଶାର
କେମିତି କହିବି ଦୁଇ ମୁଲକରେ ତୁମ ଆଉ ମୋ ମଧ୍ୟରେ ଅଦୃଶ୍ୟ ପାଚେରି
ସୁନ୍ଦରୀ ସୂର୍ପଣଖାର ଆଁ'ଭିତରେ ହଜୁଛି ଗାଁର ଲଳିତ ଲାବଣ୍ୟ ସାବଧାନ !
ଆପଣଙ୍କ ମତାମତ