ସେମିତି ମୃତ୍ୟୁ ଉପରେ କବିତା ଲେଖିବାକୁ ହେଲେ ମରିବାକୁ ପଡ଼େ ।
ଜୀବନକୁ ମୃତ୍ୟୁରେ ଅନୁବାଦ କରେ ଧିରେ ଧିରେ ମୁଁ ଖୁବ ଧିରେ ଧିରେ ।
କେମିତି ବଞ୍ଚେଇବି କୁହ ଏ ଘନ ଘୋର କାଳେ ତମର ସେ ପ୍ରିୟ ପ୍ରେମପତ୍ର
କାର୍ଡବୋର୍ଡର ମାଟି କାନ୍ଥ ତଳେ ବିନା ନିଆଁରେ ବିନା ଧୂଆଁରେ ।
ଅମୃତରେ ମୋର କିଆଁ ଅଧିକାର ମୁଁ ପରା ଗୋଟେ ବିରାଟ ଅସୁର ।
ତମ ଆଖି ଗୋଟେ ସୁନ୍ଦରବନ କେବେ ଉତ୍ତ୍ୟକ୍ତ ବାଘୁଣୀ
ନଈକୂଳେ କଦମ୍ବ ମୂଳେ ଏବେ ମୁଁ ନିର୍ଦ୍ବନ୍ଦରେ ତମ ସହ ଖୁବ ବେଶୀ ବୁଲାବୁଲି କରେ ।
ମୁଁ ଏକ ଆକ୍ରମଣକାରୀ ଜିନିଷଟା ପୂରାପୂରୀ ତମର
ଆଜି ତମ ଯୁଗରେ ମୁଁ ତମ ଘରେ ତମ ସହ କେଉଁ କାଳରୁ ଖୁବ ଦୁଃଖରେ ଥିଲି ।
ଅଧା ଭୋକରେ ଅଧା ଭେକରେ , କବର ତଳୁ ଧସି ଯାଇଥିବା ମାଟି ମୁଠାଏ ପାଇଁ ଲଢ଼ୁଛି ତ ଲଢ଼ୁଛି ।
ଆପଣଙ୍କ ମତାମତ