କବିତା

ଅସୁର ଉବାଚ

Madhab Chandra Jena's odia poem Asura Ubaacha

ଅମୃତରେ ମୋର କିଆଁ ଅଧିକାର
ମୁଁ ପରା ଗୋଟେ ବିରାଟ ଅସୁର ।

ଅସୁର ଉବାଚ

ଏକା ଏକା ସମୁଦ୍ର ମନ୍ଥନ କଲାବେଳେ
ମୋରି ହାତରେ ସାପର ଲାଞ
ଆଉ ମୋରି ହାତରେ ଫଣା
ଏକା ଏକା ବିଷ ପିଏ ମୁଁ ଏଠି
କାରଣ ଈଶ୍ବର ଏଠୁ କେବେଠୁ ଫେରାର,
ଦୁନିଆ ବୁଝେନା ସିନା
ତମେ କିନ୍ତୁ ଠିକ୍ ବୁଝିଛ
ଅମୃତରେ ମୋର କିଆଁ ଅଧିକାର
ମୁଁ ପରା ଗୋଟେ ବିରାଟ ଅସୁର ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top