କବିତା

ତମ ଆଖି

ତମ ଆଖି
ଗୋଟେ ସୁନ୍ଦରବନ
କେବେ ଉତ୍ତ୍ୟକ୍ତ ବାଘୁଣୀ

ତମ ଆଖି

ତମ ଆଖି
ଗୋଟେ ସୁନ୍ଦରବନ
କେବେ ଉତ୍ତ୍ୟକ୍ତ ବାଘୁଣୀ

କେବେ ସବୁଜ ଚାହାଣୀ,
ୟା ଭିତରେ ମୁଁ
ଏକ ଆଦିମ ଅଧିବାସୀ
ଯିଏ ମାଛ ଧରି ଜାଣେ
ଲୋକଙ୍କୁ ନାଆରେ
ଏପଟ ସେପଟ କରାଏ
ଆଉ ଦୁନିଆକୁ
ବାଘମାନଙ୍କର କାହାଣୀ ଶୁଣାଏ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top