ଏକ ତିକ୍ତ ମଧୁର ସମନ୍ୱୟ ଖରାବେଳ
ଅଧା ଭୋକରେ ଅଧା ଭେକରେ, କବର ତଳୁ ଧସି ଯାଇଥିବା ମାଟି ମୁଠାଏ ପାଇଁ ଲଢ଼ୁଛି ତ ଲଢ଼ୁଛି ।
ସୂର୍ଯ୍ୟର ଅହଂକାର ତାର ଉଦଣ୍ଡ ଉତ୍ତାପ ।
ଗ୍ରୀଷ୍ମର ପ୍ରଖରତାରେ ଅନୁଭବ କରେ ମୁଁ ତୁମ ସୁସ୍ମିତ ଶୀତ ଆଉ ବର୍ଷାର ସଙ୍ଗୀତ ମୋର ଏହି ନାନ୍ଦନିକତାର ସୁକ୍ଷ୍ମ କାରିଗରୀରେ ତୁମେ ଏକ ଛନ୍ଦମୟ କବିତାରେ ପାଲଟିଯାଅ
ଏ ସମୟ ତୁ ଏବେ ଧୀରେ ଧୀରେ ଯା କିମ୍ବା ଏ ମୃତ୍ୟୁ ତୁ ଏବେ ଧୀରେ ଧୀରେ ଆ ।
ଜୀବନ ମିଶାଣ ଫେଡ଼ାଣ ଗୁଣନ ହରଣର ଏକ ଲମ୍ବା ସମୀକରଣ
ମନ ଆଇନାରେ ବନ୍ଧୁ କିନ୍ତୁ ବଞ୍ଚି ରହେ ବନ୍ଧୁର ସ୍ମୃତିରେ ହୃଦୟର ରକ୍ତ କବରୀରେ ।
ନିରଧୁମ ଏ ଖରାବେଳ ନଇଁଗଲା ପରେ ବି ଜଗିଛି ମୁଁ ତମ ଧାନବିଲ ଓ ଅନେକ
କେବେ କେବେ ମୁଁ ଦୁଇ ଭାଗରେ ବାଣ୍ଟି ହୁଏ ଉପର ହିସ୍ସା ଗୋଟେ ଗାଈ ଆଉ ତଳ ହିସ୍ସା କଅଁଳ ଘାସରେ ବଦଳିଯାଏ ।
ଆଖି ବୁଝିଲେ ମୁଁ ନିଜେ ଜଳୁଥାଏ କିଛି ମନ୍ଦିରରେ, କିଛି ମସଜିଦରେ ଆଉ କିଛି ତମ ଖିଆଲରେ ।
ଆପଣଙ୍କ ମତାମତ