କବିତା

ଖରାବେଳ

Madhab Chandra Jena's odia poem Khaarabela

ଏକ ତିକ୍ତ ମଧୁର ସମନ୍ୱୟ
ଖରାବେଳ

ଖରାବେଳ

ସମୟ ଓ ଦୁଃସମୟର
ଏକ ତିକ୍ତ ମଧୁର ସମନ୍ୱୟ
ଖରାବେଳ
ସଦ୍ୟ ବିଧବାର
ଶ୍ରୀହୀନ କପାଳ ,
ଧୂ ଧୂ ହେଇ ଜଳୁଥିବା
ତାର ନିରୀହ ଛାତିତଳ ।

ପ୍ରକାଶିତ ହୋଇଥିବା ଲେଖିକା/ଲେଖକଙ୍କ ତାଲିକା

ଲୋକପ୍ରିୟ ଲେଖା

To Top