ଅଖଣ୍ଡ ଦୀପ ,
ପାଣ୍ଡୁଲିପି ,ପୁରାଣ,
ପାପ, ପୁଣ୍ୟ ଓ ପ୍ରତିବିମ୍ବ ।
ସୂର୍ଯ୍ୟର ଅହଂକାର
ତାର ଉଦଣ୍ଡ ଉତ୍ତାପ ।
ଜହ୍ନର ଉଦ୍ଧତ ଯୌବନ
ସୀତଳତମ ରାତି
ସବୁତ ସରିବ ଦିନେ
ସୂର୍ଯ୍ୟ ପରି ।
ଭାବି ଦେଖ ଥରେ
ପ୍ରିୟତମ ସମୟ ପରି
ସମୟ କଣ କେବେ ମାରିପାରେ ।
ସୂର୍ଯ୍ୟର ଅହଂକାର
ତାର ଉଦଣ୍ଡ ଉତ୍ତାପ ।
ଅଖଣ୍ଡ ଦୀପ ,
ପାଣ୍ଡୁଲିପି ,ପୁରାଣ,
ପାପ, ପୁଣ୍ୟ ଓ ପ୍ରତିବିମ୍ବ ।
ସୂର୍ଯ୍ୟର ଅହଂକାର
ତାର ଉଦଣ୍ଡ ଉତ୍ତାପ ।
ଜହ୍ନର ଉଦ୍ଧତ ଯୌବନ
ସୀତଳତମ ରାତି
ସବୁତ ସରିବ ଦିନେ
ସୂର୍ଯ୍ୟ ପରି ।
ଭାବି ଦେଖ ଥରେ
ପ୍ରିୟତମ ସମୟ ପରି
ସମୟ କଣ କେବେ ମାରିପାରେ ।