ଦୀପକୁ ବେଶ୍ ସାଇତିଛି ସେ ପବନ ଭିତରେ ଜଙ୍ଗଲୀ ଜୀବଙ୍କଠାରୁ ବଞ୍ଚାଇ ରଖିଛି ମଣିଷ ମାଂସର ବାସ୍ନା !
କିଛି ଅସାଡପଣକୁ ସମୁଦ୍ରରେ ବିସର୍ଜି ଆସିଲି.. ହେଲେ ସମୁଦ୍ର କାଳେ ସବୁ ଫେରାଇଦିଏ ।
ଅଭିଶପ୍ତ ସମୟଠୁ କଣ ନ୍ୟାୟ ମିଳିପାରେ!
ତା ପାଇଁ ଜୀବନଟା ଖାଲି ଗୁଡେ ବେପରୁୱା ଦୌଡ ।
ସୋଲ ପରି ଜୀବନ ସମୁଦ୍ରରେ ଯେ ଅହରହ ଭାସିପାରେ.. ହୁଏତ ସେ ହିଁ ବୁଝାଇଦିଏ ଜୀବନ ଜନ୍ମରେ ଭରେନି
ଲାଗୁଥିଲା ସେ ଛାଡିଆସିଛି ନିଜକୁ ଠିକଣାହୀନ ଲଫାପାରେ ଅଥବା ଫେସବୁକର କମେଣ୍ଟ ବକ୍ସରେ !
କ୍ଷମା କରି କରି ଭାଗ୍ୟ ବି ଥକିପଡିଥିଲା ବୋଧେ.. ହସିଦେଇ କହିଲା-ଜନ୍ମ ଓ ମୃତ୍ୟୁ ଉଭୟ ଏବେ ତୋ ହାତରେ..!
ଉପେକ୍ଷା ସହିତ ପ୍ରତୀକ୍ଷା ବି ମନତଳେ ଡହଡହ ଖରାତାତି ଭଳି ଚରି ଯାଉଥିଲା !
କଣ କହି ବହଲାଇ ଥାଆନ୍ତି ସବୁ ରଙ୍ଗ ବୋହିଗଲା ପରେ ! କୋଉ ପ୍ରତିଜ୍ଞା ଆଉ ମାଗିଥାନ୍ତି ସବୁ କଥାକୁ ମୋର ପାଦରେ ଦଳିଦେଲା ପରେ ! ଜୀବନକୁ ଖେଳ...
ତୁମେ ନାରୀମନର ସେ ବିକ୍ଷିପ୍ତ ଚିତ୍କାରକୁ ବୁଝିପାରିବନାହିଁ, ଯାହାପାଇଁ ପ୍ରତିଟି ମୁହୂର୍ତ୍ତରେ ସେ କ୍ଷୁର୍ଣ୍ଣ ହୁଏ । ତାର ସୁଖୀହେବାର ଅଧୀକାର ବି ଛଡାଇ ନିଆଯାଏ ତାଠାରୁ । ମୁଁ...
ଆପଣଙ୍କ ମତାମତ