ମୁଁ ଯେତେବେଳେ ଥିଲି ଚଳଚଞ୍ଚଳ, ଗତିଶୀଳ, ଚେଷ୍ଟାରତ ଥିଲି ଅତିକ୍ରମ କରିଯିବାକୁ ତତେ ସେତିକି ଦ୍ରୁତ ଗତିରେ ତୁ ଲଂଘି ଯାଉଥିଲୁ ମତେ, ବେଳେବେଳେ ଆବାକ୍ ରହିଯାଉଥିଲି ମୁଁ, ତୋ...
ନ ହେଲେ, ବାକି ସାରା ଦୁନିଆଟା ପାଇଁ, ବେଦନାର ତୀବ୍ରତା ଯେ ଗୋଟେ ମନ୍ଦ ମନୋବୃତ୍ତି ବାହାନା , ଦର୍ଜ ଜର୍ଜରିତ ଅଶ୍ରୁଧାରଟା ତଦନୁରୂପ ଛଳନା , ସବୁକିଛି କେବଳ...
ଶାଶୁ ଅବା ଶ୍ୱଶୁର ଖୋଜିଦେବେ କାଳେ , ଜାନି ଯୌତୁକ ଭାର, ନଣନ୍ଦ କି ଦିଅର ବାହୁନିବା ଦେଖି ନଣନ୍ଦ ପୁଟୁଳି ସାର ବା ଅସାର ।
ତଥାକଥିତ ବାହ୍ୟିକ ସୌନ୍ଦର୍ଯ୍ୟର ମାନ୍ୟତାଠୁ ଉର୍ଦ୍ଧ୍ଵରେ, ସ୍ୱଚ୍ଛ ହୃଦୟର ସିନ୍ଦୁକରେ ଯତନେ ସାଇତା ତୁମ ଆମ ସମ୍ପର୍କ ।
ଯାହା ହଉ ମା ଝିଅ ପାରି ହେଇଗଲେ । ଆଉ ଡର ନାହିଁ ।
କରୋନା ଯୋଗୁଁ ପ୍ରୟୋଗ କରାଯାଇଥିବା, ଲକ୍ଡାଉନ ମାନେ, କିଛିମାତ୍ରାରେ ବୁଝେ ମଧ୍ୟବିତ୍ତ ପରିବାରଟିଏ, ହାତଗୋଡ଼ ବାନ୍ଧି ଘରେ ବସିଲା ବେଳେ ସରି ସରି ଯାଏ ତା' ଜମାପୁଞ୍ଜି,
ଜାଣେନା, ଏ ମାୟାର ସଂସାର କି ଆପଣେଇ ପାରିବ ତତେ ଏକ ଶୁଦ୍ଧ, ପ୍ରଫୁଲ୍ଲିତ ମନ ନେଇ ?
ପରଦା ସେପାଖେ ଚାନ୍ଦିନୀ ରାତି, ବିଞ୍ଚି ବିଞ୍ଚି ଯାଏ ଆନନ୍ଦର ତାରାଫୁଲ , ଝଲକା ଝଲକା ଦକ୍ଷିଣି ବାଆ, କୋଳେଇନିଏ ଶିରୋମଣୀରେ ସଜ୍ଜିତ ବାଷ୍ପୀୟ ଜଳ ।
ଚାଲିଲେ ଧାଡ଼ିବାନ୍ଧି ଗାଁରେ ସହରେ ଉଡାଇ ତ୍ରିରଙ୍ଗା ପ୍ରଭାତ ପହରେ, ସ୍ୱର୍ଣ୍ଣିମ ବର୍ଣ୍ଣଲିପିରେ ସଜା ଇତିହାସ, ଗୁଞ୍ଜରିତ ହେଲା ସଙ୍ଗୀତର ସୁରେ ସୁରେ ।
ପାଣିପାଗ ସୂଚନାକେନ୍ଦ୍ର, ମନ୍ତ୍ରଣାଳୟ, ବାତ୍ୟା ଆଶ୍ରୟସ୍ଥଳୀ, ସବୁଠି ତତ୍ପରତା
ଆପଣଙ୍କ ମତାମତ