ଧରିବା, ମାରିବା ନୁହଁତ ସହଜ କଥା ଡିଆଁ ମାରି ପଳାଏ ଦେଇଣ ବ୍ୟଥା, ଚୁଟିଆ ମୂଷା ସେ କାମ ତାର ବିରାଟ, ଛଟର ପଟର କରାଏ, ବଢ଼ାଏ ମୁଣ୍ଡ ବିନ୍ଧା...
ତୁମ ପ୍ରଣୟ ସାଗରେ , ଆଜୀବନ ଜଳ ପରୀଟେ ହେଇ।
ପୁଅ ତା'ର ବଡ଼ ହେଉଛି । ସିଏ କ'ଣ ତା ପୁଅର ପ୍ରତ୍ୟେକଟି ଖର୍ଚ୍ଚ ଏମିତି ହାତ ପତେଇ ନଉଥିବ ? ଏ ସବୁରେ ତା'ର ସ୍ୱାଭିମାନ ପ୍ରତ୍ୟେକଟି କ୍ଷଣ...
ସ୍ୱଳ୍ପ ମାତ୍ରାର ଶୋଷ ମେଣ୍ଟଙ୍କ ପୁଣି, ଟ୍ରେ ସହ ପିନ୍ପିନ୍ କାଚ ଗିଲାସେ, ସଜେଇ ହେଇଗଲେ, ଅତିଥି ସମ୍ମୁଖେ ସତ୍କାରକର ମାନ ମର୍ଯ୍ୟାଦା, ଶତଗୁଣ ଉତ୍କୃଷ୍ଟ ହେଇଯାଏ ।
ନାଇଁ ନାଇଁ ଶାଗ ଭାଙ୍ଗି ହେବ ନାହିଁ । ଛୁଇଁ ଫୁଲ ଧରିଲାଣି । ଏବେ ଶାଗ ଭାଙ୍ଗିଲେ ଫୁଲଗୁଡ଼ା ଝଡିପଡିବନି ।
ଆଖି ଖୋଲିଲେ, ଆଖି ବୁଜିଲେ, ଆଖି ଆଗେ ଆସ ତୁମେ ।
ଆତ୍ମଗ୍ଲାନି ପରିପ୍ରକାଶ କରିବାଟା ଖୁବ କଷ୍ଟକର , ସମ୍ପର୍କକୁ ଦୃଢ଼ କରିବାର ଆତ୍ମବିଶ୍ୱାସ ଯେ , ତା' ଦୃଢ଼ତା ହରାଇଛି ।
ତୁ ଏବେ ସତେ କୋଉ ପରି ରାଇଜର ରାଜକୁମାର , ତୋ ଆଗେ ପଛେ ମୁଣ୍ଡ ନୁଆଁଇବାକୁ କେତେ ଯେ ଚାକର ବାକର, ବିଦେଶୀ ବସନେ ଝଲସେ ତୋ ବଦନ,...
ସେଇ ସରୁ ମଚ ମଚ ତେଲ ମଖା ବାଡ଼ିର ସ୍ପର୍ଶ ମାତ୍ରାରେ ଯିଏ ନିଜକୁ ଆକଟ କରିପାରିଛି ସିଏ ଆଜି ମଣିଷ ଭଳି ମଣିଷଟେ ହୋଇ ପାରିଛି ।
ମନେ ମନେ ଏତିକି କହୁଥିଲା "ହେ ଈଶ୍ବର ମୋ ପିଲାଙ୍କୁ ବୁଝେଇ ଦିଅ"
ଆପଣଙ୍କ ମତାମତ