ତକିଆଟିର ମୁହଁ ଥିଲେ , ହୁଏତ କହି ପାରିଥାନ୍ତା, କେତେ ରାତି ସିଏ ମୋ ସାଥେ, ଅଜାଣତରେ ଉଜାଗର ରହିଛି,
ମୁଁ କି ଲଗେଇ ଜାଣେ ସେ ଫୋନ୍ ଟୋନ୍ । ମୁନା ବାପା ଯେ କୁଆଡେ ଗଲେ କେ ଜାଣି ? ବଜାର ଆଡେ ଯାଇଛନ୍ତି ବୋଧେ ଏ ଯାଏଁ...
ହସୁଥିଲେ ଖିଲି ଖିଲି ମୁହଁକୁ ଯୋଡ଼ି, ଦାନ୍ତ କୁ ମେଲି ଦେଖୁଥିଲେ ଛାତ ଚାତକ ଭଳି।
ସେଇ ସ୍ୱଳ୍ପ ଅବଧିରେ ମୁଁ ଜିଇଁ ଯାଏ କେତେ ଯେ ବରଷ, ମନୋରମ ହେଇଉଠେ ମୋ ନିର୍ଜୀବ ଚତୁଃପାର୍ଶ୍ୱ , ଚିତ୍ତାକର୍ଷକ ଆତ୍ମତୃପ୍ତି ରେ ଝଲସି ଉଠେ ନୟନର ଉଆସ...
ତା କଥା ଶୁଣି ମତେ ଲାଗୁଥିଲା ମୁଁ ଆନନ୍ଦରେ ଫୁଲି ଉଠୁଛି । ଆଉ ମୋ ଦିଗବଳୟେ ବିରାଜିତ ଆକାଶେ ନୀଳ ର ନୀଳ ରଙ୍ଗ ହସି ହସି ଭାସି...
ପିଠିକୁ ପିଠି ଲଗାଇ ଦୁଇଟି ଗୋଲ୍ ଆଙ୍କିବି, ବାମ ଗୋଲ୍ ର ବାମ ପଟୁ ଅଙ୍କୁର ଟାଣିବି ।
ଦେଖ ଦେଖ ମୁଁ ଯାଉଛି ଅଙ୍ଗନବାଡ଼ି, କାଲି ଶିଖିଥିଲି ' ଅ' ଆଜି 'ଆ' ର ପାଳି, ଲେଖା ଆଉ ପଢ଼ା କରିଦେଲେ ଭଲକରି, ମାମୁଁ ଆଣିଦେବେ ଖେଳଣା ଭଳିକି...
ବେଙ୍ଗୁଲି ନାନୀ କଲାଣି ନାଦ, ଓଦା ସର ସର ତା ଦୁଇ ପାଦ, ବୁଝିଲାଣି ସିଏ ମେଘର ଫାନ୍ଦ, ଗୀତରେ ପଡ଼ିଲାଣି ତା ପୂର୍ଣ୍ଣଛାନ୍ଦ।
ଦେଖ ମେଲିଲାଣି ରୂପ 'ଅ' ପେଟକୁ ଫାଳି, ଆଉ ଟିକିଏ ଲମ୍ବେଇ ଠିଆ କରିଦେ ଗୋଟିଏ ସିଧା ବାଡ଼ି ।
ଧରିବା, ମାରିବା ନୁହଁତ ସହଜ କଥା ଡିଆଁ ମାରି ପଳାଏ ଦେଇଣ ବ୍ୟଥା, ଚୁଟିଆ ମୂଷା ସେ କାମ ତାର ବିରାଟ, ଛଟର ପଟର କରାଏ, ବଢ଼ାଏ ମୁଣ୍ଡ ବିନ୍ଧା...
ଆପଣଙ୍କ ମତାମତ