ସମୟ ବି ଟିକେ ଧିମେଇ ଯାଇଥାଏ, ଆଖିରେ ଆଖିଏ ସ୍ୱପ୍ନ ନେଇ ସେ ଠିଆ ହୋଇଥାଏ, ହାତରେ ଲାଲ୍ ଗୋଲାପଟେ ହାତରେ ଧରି ମୁଁ ତା ପାଖକୁ ଯାଏ, ଛାତିରେ...
ଆଉ କେତେ ଦିନ ? ଶିକ୍ଷାକୁ ବସ୍ତୁବାଦୀ ଚେତନାର ଶକ୍ତି ସାମର୍ଥରେ ରଙ୍ଗାଇ, ମଜାଇ ପରୀକ୍ଷାର ଜୁଆ ଖେଳେ. . .
ଆଉ ଏ କହରା କେରାକ କଞ୍ଚା ଜରଜର ଶକତ ଚୂଳ ମୂଳ ତା ଟାଣ କାହିଁକି ଭାବୁଛ ତାହାକୁ କାମ ( ।) ଆଜିକାଲି ପରା ଏହି ଶୋଭନ ।
ସକାଳର ଆଲବମ୍ ଫୁଲର ବଗିଚା ଘାସର କାର୍ପେଟ ଉପରେ ଗାଢ଼ ଅଳତାର ରଙ୍ଗ ଭିଜାଭିଜା- ଏ କାର ପାଦଚିହ୍ନ ଆହା !
ସାଁଠଣା ଶିଖେନା ବୋଲି ମାଆ ଗରଗର ସକାଳରୁ ସଞ୍ଜ ଅଣ୍ଡିରୀ, ରଣଚଣ୍ଡୀ ଗୁଣ ପାଇଁ ଗାଁ ମାଇପିଙ୍କ ଫୁସ୍ ଫୁସ୍ କଥା ମେଲିଯାଏ ଏ ଗାଁରୁ ଅନ୍ୟ ଗାଁ ତୁଠ...
ପବନର ଆବଶ୍ୟକତା ଆକାଶର ବ୍ୟାପ୍ତି ସାଗରର ଗଭୀରତା ମାଟିର ସହନଶୀଳତା ଓ ଅଗ୍ନିର ତେଜ ମୁଁ ।
ମେଞ୍ଚା ମେଞ୍ଚା ଦୁଃଖ ସବୁ ସମସ୍ତଙ୍କ ଚେହେରାରେ ରଙ୍ଗ ପରି ଲାଗି ରହିଛି ।
କେଉଁ ବିଚିତ୍ର ନୀତିରେ କେଉଁମାନେ ବାନ୍ଧିଦେଲେ ନାରୀର ଜୀବନ କିଛି କିଛି ଶବ୍ଦ ସଂଯୋଗରେ ଲେଖା ହେଲା ବିନାଶ୍ରୟେ ନ ବର୍ତ୍ତନ୍ତି କବିତା ବନିତା ଲତା ।
ଝାଳରେ ଉଷୁମୁଳିଆ ଗନ୍ଧାଉଥିବା ସ୍କୁଲ୍ ୟୁନିଫର୍ମ - ଛତି ମାରିଲାଣି ଆଲଣାରେ ପକ୍ଷାଘାତରେ ପୀଡ଼ିତ ରଙ୍ଗୀନ୍ ପୋଷାକସବୁ
ପାଚିଲା ଧାନ କ୍ଷେତରେ ଦଳଦଳ ହାତୀଙ୍କ ମେଲଣ ହାତୀଖୁରା ତଳେ ଦଲି ହୋଇଯାଉଚି ସ୍ୱପ୍ନ ହାତୀ ଗୋଡ଼ାଉଥିବା ଲୋକେ ସ୍ୱର୍ଗକୁ ଗଲେଣି ହରିବୋଲ !
ଆପଣଙ୍କ ମତାମତ