ଯେତିକି ପ୍ରେମ, ଭୟ ସେତିକି ମୁଁ ତଥାପି ଫେରି ଆସିବି ତା' ପାଖକୁ, ଦିନେ ସବୁକୁ ପଛ କରି ।
କବିର ହୃଦୟ ଅନ୍ଧକାରମୟ ଉଲଗ୍ନ ଆତ୍ମା ଛାତି ପିଟୁଛି. . . ଚାତକ ତା'ର ପ୍ରତିଟି ପଦ୍ୟ ଅସରନ୍ତି ଅନ୍ୟ କୃଷ୍ଣ ଖୋଜୁଛି ।
ନୀଳ ନୀରାଜନେ ନୀରଧି ନନ୍ଦିନୀ ନିଳୋତ୍ପଳ ରାଜକନ୍ୟା ମୁଁ ଯେ ଅସଙ୍ଖଳା ଅସଜ ହୃଦୟେ ଅସରନ୍ତି ଅଶ୍ରୁ ବନ୍ୟା
ଆଜି ମୋ ପ୍ରିୟାର ପଣତ ଛାଇରେ ଗପିବି ବସି ମୁଁ ରାତି ଦିନ ।।
ସ୍ୱପ୍ନ ଦେଖୁଚି ମୁଁ ମଲାମାଟି-ମୃତ୍ୟୁର ଆକାଶ ମୋ ଦେହରେ ଯକ୍ଷ୍ମାକୀଟ ମୃତ୍ୟୁ ଆସେ ପାଟି ମେଲି ଫିଟି ପଡ଼େ ପାଞ୍ଚାଳିର କେଶ ।
ଅପଯଶ ଅକାରଣେ ଢାଙ୍କି ଦିଏ କାହିଁକି ମୋ ମନକୁ ଅଯଥାରେ ନିନ୍ଦା କାହିଁ ଘାରି ଦିଏ ଏ ଶରୀରକୁ ।
ନାରୀ ଆଖିରେ ପୁରୁଷଟି ସହଜ ଗଣିତ, ସିଏ ପୁରୁଷକୁ ବେଶ୍ ପଢ଼ିପାରେ ଭାଗଫଳ ଯା' ହେଉ ପଛେ ଭାଗଶେଷ ଶୂନ ରହିଯାଏ ।
ଥରକୁ ଥର ଗୋଟେ କାହାଣୀରୁ ଦ୍ୱିତୀୟରେ ଟିକେ କମ୍ ବା ବେଶି ସ୍ୱାଧୀନ ହୋଇ ମୁଁ ଗଢ଼ିଦିଏ ଏକ ପୃଥିବୀ ନିଜ ଭିତରେ ଏବଂ ତାକୁ ପହୁଞ୍ଚାଏ ବାହାରକୁ
ରଜନୀ ସୁନ୍ଦର ହୋଇଲେ ଉଦୟ ଅମ୍ୱରେ ପୂର୍ଣ୍ଣମୀ ଜହ୍ନ । ଅନ୍ଧକାର ରାତ୍ରେ ଖଦ୍ୟୋତ ରୋଷଣୀ ହରିନିଏ ଜନମନ ।।
ପାରାବାର ତୁମେ ଡାକ ନାହିଁ. . . ଡାକ ନାହିଁ ମରୁନଈ ମୁଁ ଯେ ପଛ ମୋ ହଜିଛି ପାରିବି କିପରି ଆଉ ବହି ।
ଆପଣଙ୍କ ମତାମତ